ଭୁବନେଶ୍ବରରୁ ଜୟପୁରକୁ ଦ୍ୱିତୀୟ ବିମାନ ସେବା ଆରମ୍ଭ

  • Post category:ଓଡିଶା
  • Reading time:1 mins read

ଆଜି ସକାଳେ ଭୁବନେଶ୍ବରରୁ କୋରାପୁଟ ଜୟପୁରକୁ ଆଉ ଏକ ବିମାନ ଉଡାଣ ଆରମ୍ଭ ହୋଇଛି। ତେବେ ଏହି ବିମାନ ସେବା ୱାନ ଇଣ୍ଡିଆ ଏୟାର କଂପାନୀ ତରଫରୁ ଆରମ୍ଭ କରାଯାଇଛି। ଏହି ବିମାନ ଆଜି ସକାଳ ୭ ଟା ୧୦ରେ ଭୁବନେଶ୍ବରରୁ ଛାଡି ୮ଟା ୪୫ରେ ଜୟପୁର ବିମାନ ବନ୍ଦରରେ ପହଞ୍ଚିଛି। ସେହିପରି ଜୟପୁରରୁ ଆଜି ସକାଳ ୯ଟାରେ ଛାଡି ୧୦ଟା ୩୫ରେ ଭୁବେନଶ୍ବରରେ ପହଞ୍ଚିଛି। 

Continue Readingଭୁବନେଶ୍ବରରୁ ଜୟପୁରକୁ ଦ୍ୱିତୀୟ ବିମାନ ସେବା ଆରମ୍ଭ

ଜୟପୁରକୁ ଉଡ଼ିବ ଦ୍ୱିତୀୟ ବିମାନ, ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ଏହି ସେବା

  • Post category:ଓଡିଶା
  • Reading time:1 mins read

ଜୟପୁରକୁ ଉଡ଼ିବ ଦ୍ୱିତୀୟ ବିମାନ। ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ଏହି ସେବା। ସପ୍ତାହକୁ ୨ଦିନ ସୋମବାର ଓ ଶୁକ୍ରବାର ଉଡ଼ିବ ବିମାନ ।

Continue Readingଜୟପୁରକୁ ଉଡ଼ିବ ଦ୍ୱିତୀୟ ବିମାନ, ଆସନ୍ତା ୬ ତାରିଖରୁ ଆରମ୍ଭ ହେବ ଏହି ସେବା