ଭୋଜି କରିବାକୁ ଯାଇ ଡ୍ୟାମରେ ବୁଡି ଛାତ୍ର ନିଖୋଜ

  • Post category:ଓଡିଶା
  • Reading time:1 mins read

ରାୟଗଡ଼ା ସଦର ବ୍ଲକ ସିଲଟିଗୁଡା ଡ୍ୟାମରେ ବୁଡି ଛାତ୍ର ନିଖୋଜ । ସୂଚନା ଅନୁଯାୟୀ ରାୟଗଡ଼ା ସାଇପ୍ରିୟା ନଗରର ୧୯ ବର୍ଷିୟ ଚୈତନ୍ୟ କୁମାର ନିଖୋଜ ଥିବା ଜଣାପଡ଼ିଛି । ଖବର ଅନୁଯାୟୀ ସେ ତାଙ୍କ ସାଙ୍ଗଙ୍କ ସହ ଡ୍ୟାମକୁ ଭୋଜି କରିବାକୁ ଯାଇଥିଲେ ।

Continue Readingଭୋଜି କରିବାକୁ ଯାଇ ଡ୍ୟାମରେ ବୁଡି ଛାତ୍ର ନିଖୋଜ