ଭାଇରାଲ୍ ହେବାର ଲାଗିଛି କାଟ୍ରିନାଙ୍କ ଏଆଇ ଫଟୋ

ରଶ୍ମିକା ମନ୍ଦାନାଙ୍କ ପରେ ଡିପଫେକ୍ ଟେକ୍ନୋଲୋଜିର ଶିକାର ହୋଇଛନ୍ତି କାଟ୍ରିନା କୈଫ। କାଟ୍ରିନାଙ୍କ ଆଗକୁ ଆସୁଥ‌ିବା ଟାଇଗର-୩ ଫିଲ୍ମର ଏକ ଦୃଶ୍ୟକୁ ବିକୃତ କରାଯାଇ ଅପ୍‌ଲୋଡ୍ କରାଯାଇଛି। ଏହାକୁ ନେଇ ପୁଣିଥରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଦୁର୍ବ୍ଯବହାର ଉପରେ ଚିନ୍ତା ସୃଷ୍ଟି ହୋଇଛି। ମୂଳ ଚିତ୍ରରେ କାଟ୍ରିନା ଏକ ଟାୱେଲ ପିନ୍ଧି ହଲିଉଡ ଷ୍ଟଣ୍ଟ ୱମ୍ୟାନଙ୍କ ସହ ଫାଇଟ୍ କରୁଥିବା ଦେଖିବାକୁ ମିଳିଥିଲା।

Continue Readingଭାଇରାଲ୍ ହେବାର ଲାଗିଛି କାଟ୍ରିନାଙ୍କ ଏଆଇ ଫଟୋ