ଧରାପଡିଲେ ଅଭିନେତ୍ରୀ ରଶ୍ମିକାଙ୍କ ଡିପଫେକ୍ ଭିଡିଓ ଅପଲୋଡ କରିଥିବା ଯୁବକ

ନିକଟରେ ସୋସିଆଲ ମିଡିଆରେ ବହୁଳ ଭାବେ ପ୍ରସାରିତ ହୋଇଥିବା ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଏକ ଭିଡିଓକୁ ନେଇ ଦିଲ୍ଲୀ ପୁଲିସ ବିହାରର ଜଣେ ୧୯ ବର୍ଷୀୟ ଯୁବକଙ୍କୁ ପଚରାଉଚରା କରିଛି। ପୁଲିସ ବିଶ୍ୱାସ କରୁଛି ଯେ ଯୁବକ ଜଣକ ଏହି ଭିଡିଓକୁ ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଅପଲୋଡ୍ କରିଥିଲେ ଏବଂ ପରେ ଏହାକୁ ଅନ୍ୟ ପ୍ଲାଟଫର୍ମରେ ବ୍ୟାପକ ଭାବେ ସେୟାର୍ କରିଥିଲେ। ତାଙ୍କ ଆକାଉଣ୍ଟରୁ ପ୍ରଥମେ ସୋସିଆଲ ମିଡିଆରେ ଭିଡିଓ ଅପଲୋଡ୍ ହେବା ପରେ ତାଙ୍କୁ ତଦନ୍ତରେ ସାମିଲ୍ ହେବାକୁ କୁହାଯାଇଥିଲା।

Continue Readingଧରାପଡିଲେ ଅଭିନେତ୍ରୀ ରଶ୍ମିକାଙ୍କ ଡିପଫେକ୍ ଭିଡିଓ ଅପଲୋଡ କରିଥିବା ଯୁବକ

ରଶ୍ମିକା ମନ୍ଦାନାଙ୍କ ଫେକ୍ ଭିଡିଓ ଭାଇରାଲକୁ ନେଇ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଟୁଇଟ

ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଏକ ଫେକ୍ ଭିଡିଓ ସୋସାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଏହି ଭାଇରାଲ୍ ଭିଡିଓ ଉପରେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସୋସାଲ୍ ମିଡିଆ ପ୍ଲାଟଫର୍ମଗୁଡିକୁ ଭୁଲ ସୂଚନା ସହ ଲଢିବା ପାଇଁ ସେମାନଙ୍କ ଆଇନଗତ ଅଧିକାର ମନେ ପକାଇଛନ୍ତି।  ତେବେ ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହେଉଛି, ସେଥିରେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ନାହାନ୍ତି ବରଂ ବ୍ରିଟିଶ-ଭାରତୀୟ ଜାରା ପଟେଲ ଅଛନ୍ତି। କିନ୍ତୁ ଭିଡିଓରେ ତାଙ୍କ ଚେହେରାକୁ ବଦଳାଇ ଦିଆଯାଇଛି। 

Continue Readingରଶ୍ମିକା ମନ୍ଦାନାଙ୍କ ଫେକ୍ ଭିଡିଓ ଭାଇରାଲକୁ ନେଇ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଟୁଇଟ

ଆକାଶରେ ଉଡ଼ୁଛନ୍ତି ହନୁମାନ, ଦେଖନ୍ତୁ ଭିଡ଼ିଓ

ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆରେ କିଛି ନା କିଛି ନୂଆ ଭିଡ଼ିଓ ଦେଖିବାକୁ ମିଳିଥାଏ । ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଏଭଳି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହାର ଦୃଶ୍ୟ ଦେଖିଲେ ଆପଣଙ୍କ ମନ ମଧ୍ୟ ଖୁସି ହୋଇଯିବ ।…

Continue Readingଆକାଶରେ ଉଡ଼ୁଛନ୍ତି ହନୁମାନ, ଦେଖନ୍ତୁ ଭିଡ଼ିଓ