ଭୁବନେଶ୍ବର, କଳିଙ୍ଗ ଷ୍ଟାଡିଅମରେ ଓଡ଼ିଶା ମହିଳା ଫୁଟ୍ବଲ୍ ଲିଗ୍ ଆରମ୍ଭ ହୋଇଯାଇଛି । ଦୀର୍ଘ ୨୮ ଦିନ ଧରି ଚାଲିବ ଏହି ମ୍ୟାଚ । ଏହି ଟୁର୍ଣ୍ଣାମେଣ୍ଟରେ ୬ଟି ମହିଳା ଫୁଟବଲ ଦଳ ଅଂଶଗ୍ରହଣ କରିଛନ୍ତି । ଉଦ୍ଘାଟନୀ ମ୍ୟାଚରେ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସ ଓ ଓଡ଼ିଶା ପୋଲିସ ମଧ୍ୟରେ ମୁକାବିଲା ହୋଇଛି ।
କଳିଙ୍ଗ ଷ୍ଟାଡିଅମରେ ଓଡ଼ିଶା ମହିଳା ଫୁଟ୍ବଲ୍ ଲିଗ୍ ଆରମ୍ଭ
- Post published:February 28, 2021
- Post category:ଓଡିଶା
- Reading time:1 mins read