You are currently viewing ଫେରିବ ଡାକୋଟା

ଫେରିବ ଡାକୋଟା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର-୦୩.୦୭.୨୦୨୧, ବିଜୁ ବାବୁଙ୍କ ପ୍ରିୟ ଡାକୋଟା ବିମାନକୁ ଓଡ଼ିଶା ଫେରେଇ ଆଣିବାକୁ ରାଜ୍ୟସରକାର ପୁନର୍ବାର ପ୍ରସ୍ତୁତି ଆରମ୍ଭ କରିଥିବା ଜଣାଯାଇଛି । ଇଂରେଜଙ୍କ ପାଖରେ ବୈମାନିକ ଚାକିରୀ କରିଥିବା ବିଜୟା ନନ୍ଦ ପଟ୍ଟନାୟକ ,ଦେଶ ସ୍ୱାଧୀନତା ପୂର୍ବରୁ ଅନେକବାର ଜେଲ ଯାଇଥିଲେ । ସେହି ସମୟରେ ବିଜୁ ବାବୁ ଉଡାଉଥିବା ଡ଼ାକୋଟା ବିମାନକୁ ଭୁବନେଶ୍ୱର ବିମାନ ବନ୍ଦରରେ ରଖିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ତାଙ୍କ ସ୍ମୃତି ଉଦ୍ଧେଶ୍ୟରେ ଏହାକୁ ରଖାଯିବ । ସୂଚନା ଯୋଗ୍ୟଯେ, ଏହି ଡାକୋଟା ଏବେ କଲିକତା ବିମାନ ବନ୍ଦର ରେ ଅଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।