You are currently viewing ହାଇୱାକୁ ପିଟିଲା ଯାତ୍ରୀବାହୀ ବସ

ହାଇୱାକୁ ପିଟିଲା ଯାତ୍ରୀବାହୀ ବସ

  • Post category:ଓଡିଶା
  • Reading time:1 mins read

କରଞ୍ଜିଆ(ଏଏନଏସ)୦୩/୦୨, କରଞ୍ଜିଆ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୨୦ ବାମନାସାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହେଇଯାଇଛି । ଏକ ବସ ହାତୀବାରିରୁ କରଞ୍ଜିଆ ଆସୁଥିବା ସମୟରେ ଦୁର୍ଘଟଣା ହେଇଯାଇଛି । ବସ ଏବଂ ଟ୍ରକ ମୁହାଁମୁହିଁ ହେବା ଫଳରେ ଘଟଣାସ୍ଥଳ ରେ ୩୦ରୁ ଉର୍ଦ୍ଧ୍ଵ ଆହତ ହେଇଛନ୍ତି । ଦୁର୍ଘଟଣା ସ୍ଥାନରେ କରଞ୍ଜିଆ ପୋଲିସ ଏବଂ ୧୦୮ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆହତ ଥିବା ଲୋକମାଙ୍କୁ କରଞ୍ଜିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।