You are currently viewing ପଇସାର ଆବଶ୍ୟକତା ଅଛି କି ? ତେବେ ସରକାରଙ୍କ ଏହି ନୂଆ ଯୋଜନା ଅନୁସାରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଇ ପାରିବେ ଲୋନ୍

ପଇସାର ଆବଶ୍ୟକତା ଅଛି କି ? ତେବେ ସରକାରଙ୍କ ଏହି ନୂଆ ଯୋଜନା ଅନୁସାରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଇ ପାରିବେ ଲୋନ୍

କରୋନା ଭାଇରସ୍ ମହାମାରୀ ସମୟରେ ବହୁତ ବ୍ୟବସାୟୀ କାରବାରରେ କ୍ଷତି ସହିଛନ୍ତି ଓ ଅନେକ୍ ଲୋକଙ୍କ ଚାକିରି ମଧ୍ୟ ଯାଇଛି । ଏହି ସମୟରେ ଯଦି ଆପଣଙ୍କୁ ଟଙ୍କାର ଆବଶ୍ୟକତା ରହିଛି ତେବେ ସରକାରଙ୍କ ମୁଦ୍ରା ଯୋଜନା ଲୋନ ସାହାର୍ଯ୍ୟ ନିଅନ୍ତୁ । ଏହି ଯୋଜନା ସାହାର୍ଯ୍ୟରେ ସରକାର ଲୋକମାନଙ୍କ ସ୍ୱପ୍ନକୁ ସାକାର କରୁଛନ୍ତି । ଏହି ଯୋଜନା ଅନୁସାରେ ସରକାର ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ଯୋଗାଇ ଦେଉଛନ୍ତି । ସୂଚନା ମୂତାବକ, ଏହି ଯୋଜନା ଅନୁସାରେ ସରକାର ୧୦ କୋଟି ଟଙ୍କା ଲୋନ୍ ଦେଇସାରିଲେଣି । ଏହି ଯୋଜନା ଅନୁସାରେ ଅତି ସହଜରେ ଲୋନ୍ ପାଇପାରିବେ ।


ଏହାର ପୁରା ନାମ ହେଉଛି “ ମାଇକ୍ରୋ ୟୁନିଟସ୍ ଡେଭେଲୋପ୍‌ମେଣ୍ଟ ଏଣ୍ଡ୍ ରିଫାଇନାନସ୍ ଏଜେନ୍ସି “ ଏହାକୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଭାବରେ ମଧ୍ୟ ଜଣାଯାଏ । ମଧ୍ୟବତ୍ତୀ ଧରଣର ବ୍ୟବସାୟୀଙ୍କୁ ସାହାର୍ଯ୍ୟ କରିବା ପାଇଁ ଏହି ଲୋନ୍ ରଖାଯାଇଛି । ଖାଲି ଏମାନେ ନୁହଁନ୍ତି ଏହି ଲୋନ୍‌କୁ ସବୁବର୍ଗର ଲୋକ ଉପଭୋଗ କରିପାରିବେ ।
ଯଦି କୌଣସି ବ୍ୟକ୍ତି ନିଜ ବ୍ୟବସାୟ ପାଇଁ ଲୋନ୍ ଆଶା କରୁଛନ୍ତି ତେବେ ଆପଣ ନିକଟସ୍ଥୂ ବ୍ୟାଙ୍କ ରେ ଏହି ଲୋନ୍ ସମ୍ବନ୍ଧୀୟ ତଥ୍ୟ ଜାଣିବା ନିମନ୍ତେ ଯୋଗାଯୋଗ କରିପାରିବେ । ଏହି ଲୋନ୍ ପାଇଁ ଘରର କାଗଜପତ୍ର. ବ୍ୟବସାୟ ସଂପର୍କିତ କାଗଜପତ୍ର , ଆଧାର , ପିନ୍ , ଓ ଅନ୍ୟାନ୍ୟ କାଗଜପତ୍ର ମଧ୍ୟ ଆବଶ୍ୟକ ପଡିପାରେ

ଅନ୍ୟମାନଙ୍କୁ ଜଣାନ୍ତୁ।