ଓଡ଼ିଶାର ଦୁଇ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ଦୁଇ ଶିକ୍ଷକ। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଏକ ଭବ୍ୟ ସମାରୋହରେ ଏହି ସମ୍ମାନସ୍ଫଦ ପୁରସ୍କାର ଗ୍ରହଣ କରିଛନ୍ତି ଓଡ଼ିଶାର ଦୁଇ ଯଶସ୍ବୀ ଶିକ୍ଷକ। 

Continue Readingଓଡ଼ିଶାର ଦୁଇ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

ଆଜି ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି।

Continue Readingରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

ଗିରଫ ହେଲେ ଲୁଟେରା ଦଳ : ବନ୍ଧୁକ ଦେଖାଇ କରୁଥିଲେ ଲୁଟ

ଗିରଫ ହେଲେ ଲୁଟେରା ଟିମ। ବନ୍ଧୁକ ଦେଖାଇ ଲୁଟ୍ କରିଥିବା ତିନି ଜଣ ଲୁଟେରାଙ୍କୁ ଆଜି ବଲାଙ୍ଗିର ଜିଲ୍ଲା ଲାଠୋର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। 

Continue Readingଗିରଫ ହେଲେ ଲୁଟେରା ଦଳ : ବନ୍ଧୁକ ଦେଖାଇ କରୁଥିଲେ ଲୁଟ

ଓଡ଼ିଶାରେ ନିର୍ମାଣ ହେବ ୧୨୮୦ ଚେକ୍ ଡ୍ୟାମ୍ : ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା

ରାଜ୍ୟରେ ୧୨୮୦ ଚେକ୍ ଡ୍ୟାମ୍ ନିର୍ମାଣ ହେବ। ଏନେଇ ଆଜି ବିଧାନସଭା ଗୃହରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।

Continue Readingଓଡ଼ିଶାରେ ନିର୍ମାଣ ହେବ ୧୨୮୦ ଚେକ୍ ଡ୍ୟାମ୍ : ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା

ଓଡ଼ିଶା ଡିଜିଟାଲ ମିଡ଼ିଆ ଆସୋସିଏସନର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ 

  • Post category:ଓଡିଶା
  • Reading time:1 mins read

ଓଡ଼ିଶା ଡିଜିଟାଲ ମିଡ଼ିଆ ଆସୋସିଏସନର ଚତୁର୍ଥ ବାର୍ଷିକ ଉତ୍ସବ ଗତକାଲି ରାଜଧାନୀ ଜୟଦେବ ଭବନ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ରାଜ୍ୟ, ଦେଶ ତଥା ବିଦେଶରୁ ଶତାଧିକ ସାମ୍ବାଦିକ ଯୋଗ ଦେଇଥିଲେ।

Continue Readingଓଡ଼ିଶା ଡିଜିଟାଲ ମିଡ଼ିଆ ଆସୋସିଏସନର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ 

ବିଧାନସଭାରେ ରେଭେନ୍ସା ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କଲେ ବିଜେଡି ବିଧାୟକ

ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ନେଇ ତେଜୁଛି ରାଜନୀତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରସ୍ତାବ ଦେବା ପରଠୁ ରାଜନୀତି ତୀବ୍ର ହେବରେ ଲାଗିଛି ।

Continue Readingବିଧାନସଭାରେ ରେଭେନ୍ସା ପ୍ରସଙ୍ଗ : ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କଲେ ବିଜେଡି ବିଧାୟକ

ଓଡ଼ିଶା ଡିଜିଟାଲ ମିଡ଼ିଆ ଆସୋସିଏସନର ବାର୍ଷିକ ଉତ୍ସବ

  • Post category:ଓଡିଶା
  • Reading time:1 mins read

ଓଡ଼ିଶା ଡିଜିଟାଲ ମିଡ଼ିଆ ଆସୋସିଏସନର ବାର୍ଷିକ ଉତ୍ସବ। ଆଜି ରାଜଧାନୀ ଜୟଦେବ ଭବନ ପ୍ରିକ୍ଷାଳୟ ଅନୁଷ୍ଠିତ ହେବାକୁ ଯାଉଛି

Continue Readingଓଡ଼ିଶା ଡିଜିଟାଲ ମିଡ଼ିଆ ଆସୋସିଏସନର ବାର୍ଷିକ ଉତ୍ସବ

ଲାଞ୍ଚ ନେଇ ଧରା ପଡିଲେ ୨ ସରକାରୀ ବାବୁ : ଭିଜିଲାନ୍ସର ତଦନ୍ତ ଜାରି

ଭିଜିଲାନ୍ସ ହାତରେ ଗଞ୍ଜାମ ଜିଲ୍ଲାର ୨ ସରକାରୀ ବାବୁ । ଘରବାଡ଼ି ପଟ୍ଟା କରେଇ ଦେବାକୁ  ୫ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଚଢ଼ାଉ କରିଥିଲା ।

Continue Readingଲାଞ୍ଚ ନେଇ ଧରା ପଡିଲେ ୨ ସରକାରୀ ବାବୁ : ଭିଜିଲାନ୍ସର ତଦନ୍ତ ଜାରି

ଆଜି ବିଧାନସଭା ଅଧିବେଶନର ଦ୍ୱାଦଶ ଦିନ : ଗୃହରେ ସ୍ବାଭାବିକ ଚାଲିଛି ପ୍ରଶ୍ନକାଳ

ଆଜି ବିଧାନସଭା ଅଧିବେଶନର ଦ୍ୱାଦଶ ଦିନ। ବିଧାନସଭା ଗୃହରେ ସ୍ବାଭାବିକ ଭାବରେ ପ୍ରଶ୍ନକାଳ ଚାଲିଛି।

Continue Readingଆଜି ବିଧାନସଭା ଅଧିବେଶନର ଦ୍ୱାଦଶ ଦିନ : ଗୃହରେ ସ୍ବାଭାବିକ ଚାଲିଛି ପ୍ରଶ୍ନକାଳ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଖଣି ଉପନିର୍ଦ୍ଦେଶକ

ଗିରଫ ହେଲେ ଖଣି ଉପନିର୍ଦ୍ଦେଶକ। ତାଳଚେର ଖଣି ଉପନିର୍ଦ୍ଦେଶ ଧରଣୀଧର ନାୟକଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ।

Continue Readingଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଖଣି ଉପନିର୍ଦ୍ଦେଶକ