ଶ୍ରୀମନ୍ଦିର କମିଟି ମିଟିଂରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି : ସୁନା ଛାଉଣୀ ହେବ ରତ୍ନଭଣ୍ଡାର କବାଟ

ସୁନା ଛାଉଣୀ ହେବ ରତ୍ନଭଣ୍ଡାର କବାଟ। ଶ୍ରୀମନ୍ଦିର ରତ୍ନଭଣ୍ଡାର କବାଟ ସୁନା ଛାଉଣୀ ହେବା ନେଇ କମିଟି ମିଟିଂରେ ନିଷ୍ପତ୍ତି ନିଆଯାଇଛି। 

Continue Readingଶ୍ରୀମନ୍ଦିର କମିଟି ମିଟିଂରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି : ସୁନା ଛାଉଣୀ ହେବ ରତ୍ନଭଣ୍ଡାର କବାଟ

୩୧ଟି ଚୋରି ବାଇକ୍ ଠାବ,୮ ଗିରଫ : କମିଶନର ସଞ୍ଜୀବ ପଣ୍ଡାଙ୍କ ସୂଚନା

ରାଜଧାନୀରୁ ବଡ଼ ବାଇକ ଚୋରି ଠାବ। ୩୧ଟି ଚୋରି ବାଇକ ଜବତ କରିଛି ପୋଲିସ।

Continue Reading୩୧ଟି ଚୋରି ବାଇକ୍ ଠାବ,୮ ଗିରଫ : କମିଶନର ସଞ୍ଜୀବ ପଣ୍ଡାଙ୍କ ସୂଚନା

ମହାନଦୀକୁ ଡେଇଁଲେ ନବମ ଶେଣୀ ଛାତ୍ରୀ : ଆତ୍ମହତ୍ୟାର କାରଣ ଅସ୍ପଷ୍ଟ

  • Post category:ଓଡିଶା
  • Reading time:1 mins read

ମହାନଦୀକୁ ଡେଇଁଲେ ନବମ ଶେଣୀ ଛାତ୍ରୀ। ବୌଦ୍ଧ ମର୍ଜାକୁଦ ବ୍ରିଜରୁ ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିବାର ଜଣା ପଡିଛି।

Continue Readingମହାନଦୀକୁ ଡେଇଁଲେ ନବମ ଶେଣୀ ଛାତ୍ରୀ : ଆତ୍ମହତ୍ୟାର କାରଣ ଅସ୍ପଷ୍ଟ

ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଅଗ୍ନିକାଣ୍ଡ : ଅଳ୍ପକେ ବର୍ତ୍ତିଲେ ନବଜାତ ଶିଶୁ ଓ ମା

କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲରେ ଅଗ୍ନିକାଣ୍ଡ । ମାତୃ ଓ ଶିଶୁ ବିଭାଗ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଆଁ ଲାଗିଥିବାର ସୂଚନା।

Continue Readingସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଅଗ୍ନିକାଣ୍ଡ : ଅଳ୍ପକେ ବର୍ତ୍ତିଲେ ନବଜାତ ଶିଶୁ ଓ ମା

ସେପ୍ଟେମ୍ବର ୯ରେ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

  • Post category:ଓଡିଶା
  • Reading time:1 mins read

ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଗଣପର୍ବ ନୂଆଖାଇ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ପାଳନ ହେବ। ଏହି ପର୍ବ ପାଇଁ ପଶ୍ଚିମ ଓଡ଼ିଶାରେ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏନେଇ ରାଜ୍ୟ ସରକାର ଆସନ୍ତା ୯ ତାରିଖକୁ ସରକାରୀ ଛୁଟି ଘୋଷଣା ‌କରିଛନ୍ତି।

Continue Readingସେପ୍ଟେମ୍ବର ୯ରେ ସରକାରୀ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ପ୍ରଳମ୍ବାସୁର ବଧ ବେଶ

  • Post category:ଓଡିଶା
  • Reading time:1 mins read

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ । ଭାଦ୍ରବ କୃଷ୍ଣ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଶ୍ରୀ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ।

Continue Readingଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ପ୍ରଳମ୍ବାସୁର ବଧ ବେଶ

ରାଜ୍ୟରେ ବନ୍ଦ ହେଲା ‘ନୂଆ ଓ’ କାର୍ଯ୍ୟକ୍ରମ : ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସୂଚନା

ରାଜ୍ୟରେ ବନ୍ଦ ହେଲା ‘ନୂଆ ଓ’ କାର୍ଯ୍ୟକ୍ରମ। ଆଉ ଚାଲିବନି ନବୀନ ସରକାରଙ୍କ ‘ନୂଆ ଓ’ କାର୍ଯ୍ୟକ୍ରମ।

Continue Readingରାଜ୍ୟରେ ବନ୍ଦ ହେଲା ‘ନୂଆ ଓ’ କାର୍ଯ୍ୟକ୍ରମ : ଗୃହରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସୂଚନା

ଶ୍ରୀଗୁଣ୍ଡିଚା ମନ୍ଦିରର ସୌନ୍ଦର୍ଯ୍ୟକରଣ କାମ : କାର୍ଯ୍ୟ ଶେଷ କରିବାକୁ ଚାଲିଛି ପ୍ରଶାସକଙ୍କ ଅନୁଧ୍ୟାନ

ଶ୍ରୀଗୁଣ୍ଡିଚା ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ଅନୁଧ୍ୟାନ। କରୋନା ପରଠୁ ବନ୍ଦ ରହିଛି ଶ୍ରୀଗୁଣ୍ଡିଚା ମନ୍ଦିର। ସେ ନେଇ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ କାମ ପାଇଁ ଅନୁଧ୍ୟାନ କରିଛନ୍ତି।

Continue Readingଶ୍ରୀଗୁଣ୍ଡିଚା ମନ୍ଦିରର ସୌନ୍ଦର୍ଯ୍ୟକରଣ କାମ : କାର୍ଯ୍ୟ ଶେଷ କରିବାକୁ ଚାଲିଛି ପ୍ରଶାସକଙ୍କ ଅନୁଧ୍ୟାନ

ଡିଇଓ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍‌ : ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ

ଭିଜିଲାନ୍ସ  ଜାଲରେ ବାଲେଶ୍ବର ଡିଇଓ ଅଫିସର। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଡିଇଓ ଅଫିସର କନିଷ୍ଠ କିରାଣୀ ପ୍ରଦୀପ ଦାସଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଥିବାର ସୂଚନା।

Continue Readingଡିଇଓ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍‌ : ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ

କୋରାପୁଟ ଓ ଗଜପତିରେ ସ୍କୁଲ୍ ଛୁଟି : ଘୋଷଣା କଲେ ଜିଲ୍ଲା ପ୍ରଶାସନ

କୋରାପୁଟ ଓ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ପାଇଁ ଉଭୟ ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।

Continue Readingକୋରାପୁଟ ଓ ଗଜପତିରେ ସ୍କୁଲ୍ ଛୁଟି : ଘୋଷଣା କଲେ ଜିଲ୍ଲା ପ୍ରଶାସନ