You are currently viewing ପ୍ରଫେସନକୁ ନେଇ ନୁହେଁ ପର୍ସନାଲ ଜୀବନକୁ ନେଇ ଚର୍ଚ୍ଚାରେ ପ୍ରଭୁ ଦେବା

ପ୍ରଫେସନକୁ ନେଇ ନୁହେଁ ପର୍ସନାଲ ଜୀବନକୁ ନେଇ ଚର୍ଚ୍ଚାରେ ପ୍ରଭୁ ଦେବା

କୋରିଓଗ୍ରାଫର, ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ପ୍ରଭୁଦେବା ପୁଣିଥରେ ବିବାହ କରିବାକୁ ଯାଉଛନ୍ତି । ସେ ନୃତ୍ୟଗୁରୁ ଭାବେ ମଧ୍ୟ ଜଣାଶୁଣା । ପ୍ରଭୁଦେବା ଏବେ ପୁଣି ଚର୍ଚ୍ଚାରେ ରହିଛନ୍ତି କିନ୍ତୁ ଏଥର କାରଣ ହେଉଛି ଅଲଗା । ସେ ଏଥର ନିଜ ପ୍ରଫେସନକୁ ନେଇ ନୁହେଁ ବରଂ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ରିପୋର୍ଟ ଅନୁଯାୟୀ ପ୍ରଭୁ ନିଜ ଭାଣଜୀକୁ ଡେଟ କରୁଛନ୍ତି ଏବଂ ତାଙ୍କୁ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି କିନ୍ତୁ ଏନେଇ ପ୍ରଭୁଦେବା କିଛି ସ୍ପଷ୍ଟ କରିନାହାନ୍ତି । ସେ ୧୯୯୫ ରେ ରାମଲତାଙ୍କୁ ବିବାହ କରିଥିଲେ ଏବଂ ସେମାନେ ୨୦୧୧ ରେ ପରସ୍ପରଠାରୁ ଅଲଗା ହୋଇଯାଇଥିଲେ । ସୂଚନା ଯେ, ପ୍ରଭୁଦେବା ଏବେ ସଲମାନ ଖାନଙ୍କ ଫିଲ୍ମ ‘ରାଧେ’ରେ କାମ କରୁଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।