ନୂଆଦିଲ୍ଲୀ-୧୫.୦୫.୨୦୨୧, ଦେଶରେ କମୁଛି ସଂକ୍ରମଣ । ଦେଶରେ ଅନେକ ଦିନ ଧରି କରୋନାର ଦ୍ବିତୀୟ ଲହର ସଂକ୍ରମଣ ଆତଙ୍କ ସୃଷ୍ଟି କରିବା ପରେ ଏବେ ଦେଶରେ ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି । ଏନେଇ ପ୍ରେସମିଟରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ସୂଚନା ଦେଇଛନ୍ତି । ଗତ ସପ୍ତାହରେ ଦେଶରେ ସଂକ୍ରମଣ ହାର ୨୧.୯ % ରହିଥିବାବେଳେ ବର୍ତ୍ତମାନ ସଂକ୍ରମଣ ହାର ୧୯.୮% ରହିଛି । ଦେଶରେ କିଛି ରାଜ୍ୟ ଯଥା- ଦିଲ୍ଲୀ, ହରିୟାଣା, ମଧ୍ୟପ୍ରଦେଶ, ଛତିଶଗଡରେ ସଂକ୍ରମଣ କମୁଥିବାବେଳେ ତାମିଲନାଡୁ, ଓଡିଶା ଓ ଆସାମ ଆଦି ରାଜ୍ୟ ସହ ଦେଶର ୭ ଟି ରାଜ୍ୟରେ ସଂକ୍ରମଣ ବଢିବାରେ ଲାଗିଛି। ସଂକ୍ରମଣ ବଢୁଥିବା ରାଜ୍ୟରେ କଟକଣା କଡାକଡି ହେବା ଦରକାର ବୋଲି କହିଲେ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ ।
ଓଟିଟିରେ ରିଲିଜ୍ ହେବ ଅକ୍ଷୟଙ୍କ ‘ଓ ମାଇଁ ଗଡ୍-୨’ ଚଳଚ୍ଚିତ୍ରମହାନଦୀ ବ୍ରିଜରେ ଦୁର୍ଘଟଣା: ବିପଦଜନକ ଭାବେ ଝୁଲି ରହିଛି ଯାତ୍ରୀବାହୀ ବସ୍ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ନାରାବାଜି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବିହବିଷ୍ୟାଳୀ ଯୋଜନାରେ ଆଜିଠୁ ନାମ ପଞ୍ଜୀକରଣଆମେରିକାର ମେରିଲ୍ୟାଣ୍ଡରେ ଉନ୍ମୋଚିତ ହେବ ଆମ୍ବେଦକରଙ୍କ ସବୁଠୁ ବଡ ପ୍ରତିମୂର୍ତ୍ତିଲୋକସେବା ଭବନରେ ଲାଗିଲା ନିଆଁଦ୍ୱିତୀୟ ମ୍ୟାଲେରିଆ ଟିକା R21 / Matrix-M ଟିକାକୁ ଅନୁମତି ଦେଲା WHOପୂର୍ବଭଳି ତ୍ଵଚାର ଚମକକୁ ଫେରାଇ ଆଣିବାକୁ ଚାହାନ୍ତି, ତେବେ ଜାଣନ୍ତୁ ପାରାଦୀପ ବନ୍ଦର ହେବ ଗ୍ରିନ୍ ହାଇଡ୍ରୋଜେନ୍ ରପ୍ତାନି ହବ୍ଦିନିକିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଧର୍ମେନ୍ଦ୍ର ପ୍ରଧାନ