ସୁଖମୟ ଜାବନ ଯାପନ ପାଇଁ ଚାଣକ୍ୟ ଅନେକ ନୀତିବାଣୀ ଦେଇଛନ୍ତି । ଯଦି ଆପଣ ଜୀବନରେ ସୁଖଶାନ୍ତି ଚାହୁଁଛନ୍ତି । ତେବେ ଆପଣ ନିଶ୍ଚିତଭାବେ ଚାଣକ୍ୟଙ୍କୁ ଅନୁସରର କରନ୍ତୁ
ଚାଣକ୍ୟଙ୍କର ଗୋଟିଏ ଉକ୍ତିି ହେଲା “କଞ୍ଚା ପାତ୍ର କଞ୍ଚା ପାତ୍ର ସହ ଧକ୍କା ହୋଇ ଭାଙ୍ଗିଯାଏ ।
ଏହାର ଅର୍ଥ ହେଲା ଗୋଟିଏ କଞ୍ଚା ପାତ୍ର ଅନ୍ୟ ଏକ କଞ୍ଚା ପାତ୍ର ସହ ଧକ୍କା ହେଲେ ତାହା ଭାଙ୍ଗିଯାଏ । ଏହାର ଅର୍ଥ ହେଲା ଯେ, ଯେତେବେଳେ ଦୁଇଟି ଦୁର୍ବଳ ବ୍ୟକ୍ତି ଝଗଡା ଲାଗନ୍ତି ତେବେ ଦୁଇଜଣ ମାନସିକଭାବେ ଆହତ ହେବା ନିଦ୍ଧାର୍ଯ୍ୟ । କାରଣ ଯେତେବେଳେ ଦୁଇଜଣ ବ୍ୟକ୍ତି ଝଗଡା ଲାଗନ୍ତି ତାହାଲେ କେବଳ ସେମାନେ ପରସ୍ପର ସହ ଶାରୀରିକ ଭାବେ ଲଢ଼ନ୍ତି ନାହିଁ । ସେମାନେ ମାନସିକତା ସହ ବିଚାର ଦ୍ୱାରା ମଧ୍ୟ ଲଢ଼ିଥାନ୍ତି । ଏଭଳି ପରିସ୍ଥିତିରେ ଉଭୟ ଦୁର୍ବଳ ତେବେ ଉଭୟ ହାରିବା ନିଶ୍ଚିତ ।
ଅନେକ ଥର ଏପରି ଘଟେଯେ, ଉଭୟ ଦୁର୍ବଳ ବ୍ୟକ୍ତି ପରସ୍ପରର ସମର୍ଥନ ହୁଅନ୍ତି । ଦୁହେଁ ଅନୁଭବ କରନ୍ତି ଯେ, ସମୟ ଆସିଲେ ଉଭୟ ପରସ୍ପରର ସମର୍ଥନ କରିବେ । କିଛି ପରିସ୍ଥିତି ଦୁହେଁ ସମର୍ଥନ କରନ୍ତି ଏବଂ କେତେକ ପରିସ୍ଥିତିରେ ଦୁହେଁ ବୁଡିଯାଆନ୍ତି ।
ଉଦାହରଣ ସ୍ୱରୂପ, ଯଦି ଜଣେ ବ୍ୟକ୍ତି ନିଷ୍ପତ୍ତି ନେବାକୁ ଅସମର୍ଥ । ଏପରି ପରିସ୍ଥିତିରେ, ଯଦି ସେ ସେହି ବ୍ୟକ୍ତିଙ୍କ ସହିତ ପରାମର୍ଶ କରିବାକୁ ଯାଇଛନ୍ତି, ଯିଏ ନିଜକୁ ସ୍ଥିର କରିବାରେ ମଧ୍ୟ ଦୁର୍ବଳ ତେଣୁ ଉଭୟଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଦୁର୍ବଳ ହେବ । ଏହିପରି ଏକ ଚେତନାହୀନ ବ୍ୟକ୍ତି କୌଣସି କାର୍ୟ୍ୟ ସଠିକ୍ ଭାବରେ କରିବାକୁ ସମର୍ଥ ହେବ ନାହିଁ କିମ୍ବା ସେ ଅନ୍ୟ କାହାକୁ ସାହାଯ୍ୟ କରିବାକୁ ସମର୍ଥ ନଥାଏ ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ