You are currently viewing ରାଜ୍ୟରୁ ୧୫୦ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରୁ ୧୫୦ କରୋନା ପଜିଟିଭ ଚିହ୍ନଟ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର: ଆଜି ରାଜ୍ୟରୁ ୧୫୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୮୯ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୬୧ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆଜି ଅନୁଗୁଳ ୪ , ବାଲେଶ୍ୱର ୭ , ବରଗଡ଼ ୧୮ , ଭଦ୍ରକ ୭ ,ବଲାଙ୍ଗୀର ୫ ,ବୌଦ୍ଧ ୨ , କଟକ ୧୫ , ଦେଓଗଡ ୧ , ଗଞ୍ଜାମ ୩ , ଜଗତସିଂହପୁର ୬ , ଯାଜପୁର ୬ , ଝାରସୁଗୁଡା ୮ , କଳାହାଣ୍ଡି ୬ ,କନ୍ଧମାଳ ୨ , କେନ୍ଦ୍ରାପଡା ୧, କେଉଁଝର ୪ , ଖୋର୍ଦ୍ଧା ୪, ମୟୁରଭଞ୍ଜ ୧ , ନବରଙ୍ଗପୁର ୨ , ନୂଆପଡା ୩ , ପୁରୀ ୧୦ , ସମ୍ବଲପୁର ୧୦, ସୁନ୍ଦରଗଡ ୨୨ ,ସୋନପୁର ୨ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୩୩୪୩୦୦ , ସୁସ୍ଥ ସଂଖ୍ୟା ୩୩୦୯୬୨ , ସମୁଦାୟ ସକ୍ରିୟ ସଂଖ୍ୟା ୧୩୮୦ , ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୨୦୫ ।

ଅନ୍ୟମାନଙ୍କୁ ଜଣାନ୍ତୁ।