You are currently viewing ଆଜି ରାଜ୍ୟରେ କରୋନା ନେଲା ୨ ମୁଣ୍ଡ

ଆଜି ରାଜ୍ୟରେ କରୋନା ନେଲା ୨ ମୁଣ୍ଡ

ଭୁବନେଶ୍ୱର: ରାଜ୍ୟରେ ଆଜି ଦୁଇ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଜନିତ ମୃତ୍ୟୁସଂଖ୍ୟା ୧୮୯୮କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଜଣେ ଜଣେ ଖେର୍ଦ୍ଧା ଜିଲ୍ଲାରୁ ଏବଂ ଅନ୍ୟଜଣେ ସୁନ୍ଦରଗଡ ଜିଲ୍ଲାରୁ । ଏନେଇ ଟ୍ୱିଟ କରି ସୂଚନା ଦେଲେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ।

ଅନ୍ୟମାନଙ୍କୁ ଜଣାନ୍ତୁ।