You are currently viewing ଆଜି ୮ ଜୀବନ ନେଲା କରୋନା
Hyderabad: Medical workers attend to a suspected coronavirus patient (L), who travelled from Dubai, as he is shifted to the isolation ward of Gandhi Hospital, in Hyderabad, Thursday, March 19, 2020. (PTI Photo)(PTI19-03-2020_000132B)

ଆଜି ୮ ଜୀବନ ନେଲା କରୋନା

ଭୁବନେଶ୍ୱର, ରାଜ୍ୟରେ ଆଜି ଆଉ ୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ୩ ଓ କଟକ ଜିଲ୍ଳାରୁ ୨ଜଣ , ବାଲେଶ୍ୱର, ଖୋର୍ଦ୍ଧା ଓ କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୨୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।