ଭଦ୍ରକ, ଦୀର୍ଘ ୯ମାସ ପରେ ଆଜି ଭଦ୍ରକର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଖୋଲିଛି । କେବଳ ସେବାୟତଙ୍କ ପରିବାର ଲୋକଙ୍କୁ ଦର୍ଶନ ନିମନ୍ତେ ଅନୁମତି ମିଳିଛି । ମନ୍ଦିର ଭିତରକୁ ପୂଜା ସାମଗ୍ରୀ ଓ ଦୀପ ନେବା ବାରଣ କରାଯାଇଛି । ଦର୍ଶନ ପାଇଁ ଯିବା ସମୟରେ ଶ୍ରଦ୍ଧାଳୁ ସାଙ୍ଗରେ ପରିଚୟପତ୍ର ଓ ମାସ୍କ ନେଇ ଯିବା ବାଧ୍ୟତାମୂଳକ । ସୂଚନା ଥାଉକି, ୪ଟି ପଞ୍ଚାୟତ ଓଳଗ, ଆରଡ଼ି, ସୁନନ୍ଦପୁର, ନାନ୍ଦପୁର ଅଞ୍ଚଳର ଲୋକଙ୍କ ପାଇଁ ୩୦ ଓ ୩୧ରେ ଖୋଲିବ ମନ୍ଦିର ।
ଚାଲିଛି ନୂଆ ସଂସଦ ଭବନର ଉଦଘାଟନହୋଟେଲରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟଆଶ୍ୱସ୍ତି ଦେଇଛି କାଳବୈଶାଖୀରାସ୍ତା ସଫା କର ବିଜୁଳି ସଂଯୋଗ ଦିଅକାଳବୈଶାଖୀ ବର୍ଷା ଆଣିଲା ଆଶ୍ୱସ୍ତିଏଥର ମାଗଣା wifi ଓ 1 GB ଡାଟାANS NEWS SUPERFAST [email protected]ଆମ୍ବ ଗୋଟେଇବା ହେଲା କାଳକାହିଁକି ହତ୍ୟା କଲା ଗୋପାଳ ଦାସ ?ରେମୁଣା ଗୋଲେଇ ଛକରେ ଫୁଟିଲା ଗୁଳି