୧. ଆଜି ରାଜ୍ୟରୁ ୧୭୩୪ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୨ ମୃତ ।
୨. ପୁରୀର ପିପିଲି ଉପନିର୍ବାଚନ ପାଇଁ ୧୨ରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ । ପ୍ରତି ଜିଲ୍ଲା ପରିଷଦ ଜୋନରେ ଗୋଟିଏ ସ୍ଥାନରେ ହେବ ଭର୍ଚୁଆଲ ପ୍ରଚାର ।
୩. ଭୁବନେଶ୍ବରରେ ପହଞ୍ଚିଲା ୨.୫ ଲକ୍ଷ କୋଭିସିଲ୍ଡ ଟିକା ।
୪. କୋଭିଡ ନିୟମ ଉଲଘଂନ ଅଭିଯୋଗରେ ୨୪ ଘଣ୍ଟାରେ ଅମାନିଆ ଗଣିଲେ ୩୮ ଲକ୍ଷ ୯୮ ହଜାର ୨୫୦ ଟଙ୍କା । ୩ଟି ମାମଲା ରୁଜୁ, ୧୫ ଗିରଫ, ୭୪୯ଟି ଗାଡ଼ି ଜବତ ।
୫. ସୁନ୍ଦରଗଡ଼ ଜିଲ୍ଲାର ୪୦ଟି ସରକାରୀ ହାଇସ୍କୁଲର ହେବ ରୂପାନ୍ତରଣ । ରୂପାନ୍ତରଣ କାର୍ଯ୍ୟକ୍ରମର ସମୀକ୍ଷା କଲେ ୫ଟି ସଚିବ ଭି.କେ. ପାଣ୍ଡିଆନ ।
୬. ଓଡିଶା ଆସୁଥିବା ରେଳ ଯାତ୍ରୀଙ୍କ ଉପରେ ଲାଗିଲା କଟକଣା । ନେଗେଟିଭ ରିପୋର୍ଟ କିମ୍ବା ଟିକାର ଦ୍ୱିତୀୟ ଡ଼ୋଜ୍ ସାର୍ଟିଫିକେଟ୍ ବାଧ୍ୟତାମୂଳକ ।
୭. ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳରୁ ଆଉ ୨ଟି ବୋଲେରୋ ଚୋରି । ଗତ ୧୦ ଦିନରେ ରାଜଧାନୀରେ ଚୋରି ହେଲାଣି ୮ଟି ବୋଲେରୋ ।
୮. କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କଟକ ବଡ଼ ମେଡିକାଲର ନର୍ସିଂ କଲେଜକୁ ବନ୍ଦ ଘୋଷଣା । ଆଜି ସଂଧ୍ୟା ସୁଦ୍ଧା ହଷ୍ଟେଲ ଛାଡ଼ିବା ପାଇଁ ଅନ୍ତେବାସୀଙ୍କୁ ନିର୍ଦ୍ଦେଶ ।
୯. କରୋନା ନିୟମକୁ ଉଲଘଂନ କରିବା ଅଭିଯୋଗରେ ପାରଳାଖେମୁଣ୍ଡିର ଦୁଇଟି ସିନେମା ହଲ ସିଲ କଲା ଜିଳ୍ଲା ପ୍ରଶାସନ ।
୧୦. ରାଜ୍ୟରେ ଆସନ୍ତା ୩ ଦିନ ଧରି କାଳବୈଶାଖୀ ସମ୍ଭାବନା ରହିଛି । ଏନେଇ ୧୨ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ।
ଗୋଟାଏ ଦିନରେ କୋଟିପତି ହେଲେ ଦିନ ମଜୁରିଆଆଜିଠୁ ରାଜ୍ୟରେ ବୁଲିଲା ୩୪ ସାଇବର ସୁରକ୍ଷା ରଥ, ଅକ୍ଟୋବର ୧୫ ଯାଏଁ କରେଇବ ସଚେତନବିହାରରେ ସରିଲା ଜାତିଗତ ଗଣନା, ରିପୋର୍ଟ ଜାରି କଲେ ସରକାରଅମିତ ଶାହାଙ୍କୁ ଭେଟିଲେ ସୌମ୍ୟସକ୍ରିୟ ଲଘୁଚାପ: ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ମତ୍ସଜୀବୀଙ୍କୁ ସମୁଦ୍ର ନ ଯିବାକୁ ବାରଣଆଜି ମଧ୍ୟପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ, ଉଦଘାଟନ କରିବେ ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସଆଜି ମହାତ୍ମା ଗାନ୍ଧି ଓ ଶାସ୍ତ୍ରୀଙ୍କ ଜୟନ୍ତୀଆଜିଠୁ ରାଜ୍ୟର ୪ ଜିଲ୍ଲାରେ ଆରମ୍ଭ ହେବ ଲକ୍ଷ୍ମୀ ବସ ସେବା; ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭକଟକ ବଡ଼ ମେଡିକାଲରେ ପାଣି ସମସ୍ୟା; ରୋଗୀ ହନ୍ତସନ୍ତଅନଲାଇନ ଗେମ୍ ହେଲା ମହଙ୍ଗା; ଲାଗୁ ହେଲା ୨୮% GST