You are currently viewing ବିଜେପି ନେତାଙ୍କୁ ଆକ୍ରମଣ

ବିଜେପି ନେତାଙ୍କୁ ଆକ୍ରମଣ

  • Post category:ଓଡିଶା
  • Reading time:1 mins read

ସୋର(୧୧.୪.୨୩) :   ସୋର ନଗର ବିଜେପି ଉପସଭାପତିଙ୍କୁ ଆକ୍ରମଣ । ଲୋକନାଥ ରାଉତଙ୍କୁ ମରଣାନ୍ତକ ଆକ୍ରମଣ । ଏଥିରେ ଲୋକନାଥ ଗୁରୁତର ଆହତ ହୋଇଛନ୍ତି । ଗୁୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମର୍ଣ୍ଣିଂ ୱାକ କରୁଥିବା ବେଳେ ଦୁଇ ଜଣ ଯୁବକ ତାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣର କାରଣ ଜଣାପଡ଼ି ନାହିଁ । ତେବେ ରାଜନୈତିକ ଶତ୍ରୁତାରୁ ଏହା ଘଟିଥିବା ସନ୍ଦେହ କରାଯାଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।