You are currently viewing ଆଜି ରାଜ୍ୟରୁ ୨,୧୧୦ କରୋନା ପଜିଟିଭ ଚିହ୍ନଟ, ୨୬୦୫ ସୁସ୍ଥ

ଆଜି ରାଜ୍ୟରୁ ୨,୧୧୦ କରୋନା ପଜିଟିଭ ଚିହ୍ନଟ, ୨୬୦୫ ସୁସ୍ଥ

ଭୁବନେଶ୍ୱର-୧୫.୦୭.୨୦୨୧, ଆଜି ରାଜ୍ୟରୁ ୨ ହଜାର ୧୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୨୧୩ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ୮୯୭ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ ମୋଟ କରୋନା ପଜିଟିଭ ସଂଖ୍ୟା ୯ ଲକ୍ଷ ୪୭ ହଜାର ୮୫୯, ସୁସ୍ଥ ସଂଖ୍ୟା- ୯ ଲକ୍ଷ ୨୦ ହଜାର ୬୪୬, ସମୁଦାୟ ସକ୍ରିୟ ସଂଖ୍ୟା ୨୨ ହଜାର ୨୯୯ , ନୂଆ କରି କରୋନାରୁ ସୁସ୍ଥ ହୋଇଛନ୍ତି ୨୬୦୫ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୫୮ ଆକ୍ରାନ୍ତ ଚିହ୍ନଟ ।

ଅନ୍ୟମାନଙ୍କୁ ଜଣାନ୍ତୁ।