ଭୁବନେଶ୍ୱର, ଚଳିତ ବର୍ଷ ବଜେଟ୍ ଅଧିବେଶନ ଅନଲାଇନ ଜରୀଆରେ ହେବ । ଫେବୃଆରୀ ମାସର ମଧ୍ୟ ଭାବରେ ଏହି ବଜେଟ୍ ଅଧିବେଶନ ଆରମ୍ଭ ହେବ । ରାଜ୍ୟରେ ପ୍ରଥମଥର ପାଇଁ ଅନଲାଇନ ମାଧ୍ୟମରେ ଚାଲିବ ବିଧାନସଭା ଅଧିବେଶନ । ନାଭା ଆପ୍ ଜରୀଆରେ ଏସବୁ କାର୍ଯ୍ୟ ହେବ । ବିଧାୟକମାନେ ଅନଲାଇନ ମାଧ୍ୟମରେ ପ୍ରଶ୍ନ କରିବେ ଏବଂ ଉତ୍ତର ମଧ୍ୟ ପାଇବେ । ଏସବୁ କରିବାର ଗୋଟିଏ ମାତ୍ର ଉଦ୍ଦେଶ୍ୟ, ବିଧାନସଭାକୁ ପେପର୍ ଲେସ୍ କରିବା । ଏନେଇ ସୂଚନା ଦେଇଛନ୍ତି ବାଚଷ୍ପତ୍ତି ସୂର୍ଯ୍ୟନାରାୟଣ ପାତ୍ର ।
ତୁଟିଲାନି ବିବାଦ: ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ସହ ବନ୍ଦ ଏକ ନମ୍ବର ହାଟସୁନ୍ଦରଗଡ଼ ପରେ ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସକୁ ନେଇ ଚିନ୍ତା, ୧୨୦ ପଜିଟିଭଆଜିଠୁ ଓ୍ବାର୍ମଅପ୍ ମ୍ୟାଚ୍, ବିଶ୍ୱକପ୍ ନେଇ କାଉଣ୍ଟଡାଉନ୍ଭୁବନେଶ୍ୱର ପରେ ପୁଣି ବାରିପଦାରେ ଶିଶୁ ବଦଳ ଅଭିଯୋଗ, DNA ଟେଷ୍ଟ ପାଇଁ ଦାବିପ୍ରକାଶ ପାଇବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ରାୟଦାନା ବାନ୍ଧୁଛି ଲଘୁଚାପ, ୩୦ ରୁ ପ୍ରବଳ ବର୍ଷା ଚିନ୍ତାରେ ଆମେରିକା, ଉ. କୋରିଆର ପରମାଣୁ ଶକ୍ତି ବୃଦ୍ଧିରାଜ୍ୟର ୧୫ ଜିଲ୍ଲା ଭୂକମ୍ପପ୍ରବଣ, ସୂଚନା ଦେଲେ ମନ୍ତ୍ରୀ ବିଧାନସଭାରେ ବାଚସ୍ପତିଙ୍କୁ ଫିଙ୍ଗିଲେ ଡାଲି, ନିଲମ୍ବିତ ହେଲେ ଦୁଇ ବିଜେପି ବିଧାୟକଶେଷ ନିଶ୍ବାସ ତ୍ୟାଗ କଲେ ଅଭିନେତା ମିଚେଲ୍ ଗାମ୍ବେନ୍