You are currently viewing ଆତ୍ମସମର୍ପଣ କଲେ ମାଓବାଦୀ

ଆତ୍ମସମର୍ପଣ କଲେ ମାଓବାଦୀ

ମାଲକାନଗିରି, ୩ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ମାଲକାନଗିରି ଏସପିଙ୍କ ନିକଟରେ ଏହି ମାଓବାଦୀମାନେ ଆତ୍ମ ସମର୍ପଣ କରିଛନ୍ତି । ଏହି ୩ ମାଓବାଦୀ ଆନ୍ଧ୍ର-ଓଡିଶା ବର୍ଡର କମିଟିର ସଦସ୍ୟ ଥିବା ସୂଚନା ରହିଛି ।

ତେବେ ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କ ମଧ୍ୟରୁ ମଇନୁ ଓ ରାମେ ନାଁରେ ୪ଲକ୍ଷ ଟଙ୍କା ପୁରସ୍କାର ଥିଲା ଏବଂ ଅନ୍ୟ ଏକ ମାଓବାଦୀ ରଘୁ ନାଁରେ ଏକ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ରହିଥିଲା । ଏନେଇ ସମସ୍ତ ସୂଚନା ପ୍ରଦାନ କରିଛନ୍ତି ମାଲକାନଗିରି ଏସପି ଋଷିକେଶ ଖିଲାରି ।

ଅନ୍ୟମାନଙ୍କୁ ଜଣାନ୍ତୁ।