You are currently viewing ଅଞ୍ଜନା ମିଶ୍ର ମାମଲାର ପୂର୍ଣ୍ଣଛେଦ

ଅଞ୍ଜନା ମିଶ୍ର ମାମଲାର ପୂର୍ଣ୍ଣଛେଦ

ଭୁବନେଶ୍ୱର, ଅଞ୍ଜନା ମିଶ୍ର କେଶରେ ପୂର୍ଣ୍ଣଛେଦ ଟାଣିଛନ୍ତି ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏହି କେଶରେ ସଂପୃକ୍ତ ଥିବା ସମସ୍ତ ଦୋଷୀ ଗିରଫ ହୋଇସାରିଛନ୍ତି । କେସରେ ସଂପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଇତି ମଧ୍ୟରେ ଗିରଫ କରିବା ପାଇଁ ସକ୍ଷମ ହୋଇଥିଲେ କମିଶନରେଟ ପୋଲିସ ।

ରାଜ୍ୟ ସରକାର ଏବଂ ସିବସଆଇ ସତ୍ୟପାଠ ଦାଖଲ କରିବା ପରେ ଏହି କେସର ଅନ୍ତ ଘଟିଛି । ଏଠାରେ ସୂଚନା ଯୋଗ୍ୟ ଯେ, ପୀଡିତା ଅଞ୍ଜନା ମିଶ୍ରଙ୍କ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।