You are currently viewing ବାଘ ଛାଲ ଡିଲ ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ ଚଢ଼ଉ; ଦୁଇ ଗିରଫ

ବାଘ ଛାଲ ଡିଲ ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ ଚଢ଼ଉ; ଦୁଇ ଗିରଫ

ନୟାଗଡ, କ୍ରାଇମବ୍ରାଞ୍ଚ ଏସଟିଏଫ କବଜାରେ ବାଘ ଛାଲ ଶିକାରୀ । ଜଣେ ଶିକାରୀ ଏବଂ ଅନ୍ୟ ଜଣେ ସହଯୋଗୀକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ୪ଲକ୍ଷ ଟଙ୍କା ଡିଲ ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ ସେଠାରେ ପହଞ୍ଚି ଶିକାରୀ ଏବଂ ସହଯୋଗୀ ଗିରଫ ହୋଇଥିବା ସୂଚନା ରହିଛି । ଉଭୟଙ୍କୁ ନୟାଗଡରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ସେମାନଙ୍କଠାରୁ ଗୋଟିଏ କଲରାପତରିଆ ବାଘ ଛାଲ ଜବତ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।