You are currently viewing ଉଚ୍ଛେଦବେଳେ ଉତ୍ତେଜନା

ଉଚ୍ଛେଦବେଳେ ଉତ୍ତେଜନା

କୋରେଇ, (ଉମେଶ ସାହୁ); ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶରେ ସୁକିନ୍ଦା ବ୍ଲକ ଅଧିନସ୍ଥ ଖରଡ଼ି ପଞ୍ଚୟତକୁ ଲାଗି ରହିଥିବା ଦୋକାନକୁ ସୁକିନ୍ଦା ପ୍ରଶାସନ ତରଫରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ଦେଖିବାକୁ ମିଳିଛି । ଉତ୍ତେଜକମାନେ ସରକାରୀ ଜେସିବିକୁ ଢେଲା ମାରି ଭାଙ୍ଗି ଦେଇଥିବା ବେଳେ ସୁକିନ୍ଦା ପୋଲିସ ତରଫରୁ ଉତ୍ତେଜନାକାରୀଙ୍କୁ ଗିରଫ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।