ଶ୍ରୀମନ୍ଦିରରେ ବ୍ୟାନ ହେଲା ପାନ-ଗୁଟଖା, ନୂଆବର୍ଷରୁ ଲାଗୁ ହେବ ଏହି ନିୟମ

  • Post category:ଓଡିଶା
  • Reading time:1 mins read

ଶ୍ରୀମନ୍ଦିରରେ ପାନଗୁଟଖା ଉପରେ ଲାଗିଲା କଟକଣା। ପାନଗୁଟଖାକୁ ବ୍ୟାନ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ଆସନ୍ତା ନୂଆବର୍ଷରୁ ତଥା ଜାନୁଆରୀ ୧ରୁ ଡ୍ରେସକୋର୍ଡ ଲାଗୁ ହେବା ଭଳି ପାନଗୁଟଖାକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି। ଶ୍ରୀମନ୍ଦିର ଭିତରେ କେହି ପାନଗୁଟଖା ଖାଇବେ ନାହିଁ କି ଛେପ ପକାଇ ପାରିବେ ନାହିଁ। ଶ୍ରୀମନ୍ଦିର ଭିତରେ ପଲିଥିନ ବ୍ୟବହାର ଉପରେ କଟକଣା ଲାଗିଥିବା ମଧ୍ୟ ସୂଚନା ରହିଛି। ଏହା ଉପରେ ଏନେଇ ପୂର୍ବରୁ ପାଞ୍ଚଶହ ଟଙ୍କା ଜରିମାନା କରାଯାଇଛି।

Continue Readingଶ୍ରୀମନ୍ଦିରରେ ବ୍ୟାନ ହେଲା ପାନ-ଗୁଟଖା, ନୂଆବର୍ଷରୁ ଲାଗୁ ହେବ ଏହି ନିୟମ

ଆଇଟି ମନ୍ତ୍ରାଳୟ ପକ୍ଷରୁ ୨୨ ଆପ୍, ୱେବ୍‌ସାଇଟ୍ ବ୍ଯାନ୍ 

ମହାଦେବ ସଟ୍ଟାବାଜି ଆପ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ଜାରି ରଖୁଥ‌ିବା ବେଳେ ଆଇଟି ମନ୍ତ୍ରାଳୟ ରବିବାର ମହାଦେବ ବ୍ଲକ୍ ଅନ୍‌ଲାଇନ୍ ଓ ଅନ୍ୟ ୨୧ଟି ସଟ୍ଟାବାଜି ଆପ୍ ତଥା ୱେବ୍‌ସାଇଟ୍ ବିରୋଧରେ ବ୍ଲକିଂ ଅର୍ଡ଼ର ଜାରି କରିଛି ।

Continue Readingଆଇଟି ମନ୍ତ୍ରାଳୟ ପକ୍ଷରୁ ୨୨ ଆପ୍, ୱେବ୍‌ସାଇଟ୍ ବ୍ଯାନ୍ 

ଅଭିନେତା ମନୋଜ ମିଶ୍ର ହେଲେ ବ୍ୟାନ: ଜାଣନ୍ତୁ ପୁରା ଘଟଣା 

ଭୁବନେଶ୍ବର (ଏଏନ୍ଏସ): ଓଡ଼ିଆ ଚଳଚ୍ଚିତ୍ର 'ରାମ'କୁ ସମ୍ବଲପୁରରେ ବିରୋଧ ଘଟଣା । ଅଭିନେତା ମନୋଜ ମିଶ୍ର ଦୁଇ ବର୍ଷ ପାଇଁ ବ୍ୟାନ । ମନୋଜକୁ କୌଣସି ପ୍ରଯୋଜକ ଅଭିନୟ ପାଇଁ ସୁଯୋଗ ନ ଦେବାକୁ ପ୍ରଡ୍ୟୁସର ଆସୋସିଏସନର ନିର୍ଦ୍ଦେଶ ଦେଇଛନ୍ତି। ଆଜି…

Continue Readingଅଭିନେତା ମନୋଜ ମିଶ୍ର ହେଲେ ବ୍ୟାନ: ଜାଣନ୍ତୁ ପୁରା ଘଟଣା