ନିର୍ବାଚନକୁ ଦୃଷ୍ଟିରେ ରଖି ବଦଳିଲେ ୮ ଅଫିସର 

  • Post category:ଓଡିଶା
  • Reading time:1 mins read

ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ପାଇଁ ଜାତୀୟ ନିର୍ବାଚନ କମିଶନ ଓଡ଼ିଶାର ୮ ଜଣ ପଦସ୍ଥ ଅଧିକାରୀଙ୍କୁ ତତ୍କାଳ ଦାୟିତ୍ୱ ମୁକ୍ତ କରିବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି |

Continue Readingନିର୍ବାଚନକୁ ଦୃଷ୍ଟିରେ ରଖି ବଦଳିଲେ ୮ ଅଫିସର 

ଫାଇଦା ପାଇବ କି କଂଗ୍ରେସ?

ଦେଶ ଓ ରାଜ୍ୟରେ ଦୀର୍ଘ ଦିନ ଧରି ଶାସନ କ୍ଷମତାରେ ଥିବା କଂଗ୍ରେସ ଦଳ ଏବେ କ୍ଷମତା ଠାରୁ ବହୁତ ଦୂରରେ ରହିଛି। କ୍ରମାଗତ ଭାବରେ ସାଙ୍ଗଠନିକ ଦୁର୍ବଳତା ଓ ନିଜ ନିଜ ମଧ୍ୟରେ ଗୋଷ୍ଠୀ କନ୍ଦଳ କଂଗ୍ରେସର ମୂଳଦୁଆକୁ ଦୋହଲାଇଦେଇଛି।

Continue Readingଫାଇଦା ପାଇବ କି କଂଗ୍ରେସ?

ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ରହିଲେ ଲୋକସଭା ନିର୍ବାଚନ ଲଢ଼ିବି; କଙ୍ଗନା ରଣାୱତ୍‌ 

କଙ୍ଗନା ରଣାୱତ୍‌ ହେବେ ଆସନ୍ତା ଲୋକସଭା ନିର୍ବାଚନରେ ପ୍ରାର୍ଥୀ। ତେବେ ଭଗବାନ୍‌ କୃଷ୍ଣଙ୍କ ଆଶୀର୍ବାଦ ମିଳିଲେ ତାଙ୍କର ଏହି ଇଚ୍ଛା ପୂରଣ ହେବ ବୋଲି ସେ ଗୁଜରାଟର ଦ୍ଵାରକା ଗସ୍ତ ବେଳେ ଗଣମାଧ୍ୟମ ସାମ୍ନାରେ ମନ୍ତବ୍ୟ ରଖିଛନ୍ତି। ତେବେ କଙ୍ଗନା କେଉଁ ଦଳରୁ, କେଉଁ ଆସନରୁ ନିର୍ବାଚନ ଲଢ଼ିବେ ସେନେଇ କିଛି ସଂକେତ ଦେଇ ନାହାନ୍ତି। ତେବେ ନିର୍ବାଚନ ଲଢ଼ିବା ନେଇ କଙ୍ଗନା ସଂକେତ ଦେବା ପରେ ଚର୍ଚ୍ଚା ହେଉଛି ବିଜେପି ଟିକେଟରେ କଙ୍ଗନା ଲଢ଼ି ପାରନ୍ତି ନିର୍ବାଚନ।

Continue Readingଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ରହିଲେ ଲୋକସଭା ନିର୍ବାଚନ ଲଢ଼ିବି; କଙ୍ଗନା ରଣାୱତ୍‌ 

ପୁନର୍ବାର ହାତ ମିଳେଇ ପାରନ୍ତି ବିଜେଡି ଓ ବିଜେପି 

ଦୁଇ ହଜାର ବର୍ଷ ତଳେ ବିଜୁ ଜନତା ଦଳ ଓଡିଶାରେ କ୍ଷମତାକୁ ଆସିଥିଲା। କେନ୍ଦ୍ରରେ ଥିବା ବାଜପେୟୀ ସରକାରଙ୍କ ଲୋକପ୍ରିୟତା ଓ ନିର୍ମଳ ଶାସନର ଦ୍ୱାହି ଦେଇ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଓ ବିଜେପି ରାଜ୍ୟ ଶାସନ ଭାର ସମ୍ଭାଳିଥିଲେ।

Continue Readingପୁନର୍ବାର ହାତ ମିଳେଇ ପାରନ୍ତି ବିଜେଡି ଓ ବିଜେପି 

୩ ରାଜ୍ୟରେ ନିର୍ବଚନ ପାଇଁ ଆଜି ହେବ ତାରିଖ ଘୋଷଣା

  • Post category:ଓଡିଶା
  • Reading time:1 mins read

ନୂଆଦୀଲ୍ଲୀ(୧୮.୦୧.୨୩) : ଆଜି ତିନି ରାଜ୍ୟରେ ବାଜିବ ନିର୍ବାଚନୀ ବିଗୁଲ । ତିନିଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହେବ। ଅପରାହ୍ନ ୨ଟା ୩୦ ନିର୍ବାଚନ କମିଶନଙ୍କ ପକ୍ଷରୁ ତିନିଟି ରାଜ୍ୟ ନାଗାଲାଣ୍ଡ, ମେଘାଳୟ, ତ୍ରିପୁରା ପାଇଁ ନିର୍ବାଚନ…

Continue Reading୩ ରାଜ୍ୟରେ ନିର୍ବଚନ ପାଇଁ ଆଜି ହେବ ତାରିଖ ଘୋଷଣା

ଟଙ୍କା ଦିଅ , ଟିକେଟ୍ ନିଅ

ନୂଆଦିଲ୍ଲୀ (୧୬.୧୧.୨୨) : ପାଖେଇ ଆସିଲାଣି ମହାନଗର ନିର୍ବାଚନ ।  ଏଥିପାଇଁ ସବୁ ଦଳର ନେତାଙ୍କ ମଧ୍ୟରେ ଜୋର୍‌ସୋର୍‌ରେ ଆରମ୍ଭ ହୋଇଯାଇଛି କସରତ। ଟିକେଟ୍ ବଣ୍ଟାକୁ ନେଇ ମଧ୍ୟ ଚାଲିଛି ଟଣା ଓଟଣା। ଏହାରି ଭିତରେ ଆମ୍ ଆଦମୀ ପାର୍ଟିର ବଢ଼ିଛି…

Continue Readingଟଙ୍କା ଦିଅ , ଟିକେଟ୍ ନିଅ

ଘୋଷଣା ହୋଇପାରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ

ନୂଆଦିଲ୍ଲୀ (୧୪.୧୦.୨୨) : ନିର୍ବାଚନ ଆୟୋଗ ଶୁକ୍ରବାର ଗୁଜୁରାଟ ଓ ହିମାଚଳ ପ୍ରଦେଶରେ ବିଧାନସଭା ର୍ନିବାଚନର କାର୍ଯ୍ୟକ୍ରମ ଘୋଷଣା କରିପାରନ୍ତି । ତେବେ ସୂତ୍ରାନୁସାରେ ଶୁକ୍ରବାର କେବଳ ହିମାଚଳ ପ୍ରଦେଶ ନିର୍ବାଚନର ତାରିଖ ଘୋଷଣା ହୋଇପାରେ। ଗୁଜରାଟ ଲାଗି ତାରିଖ ଘୋଷଣା…

Continue Readingଘୋଷଣା ହୋଇପାରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ତାରିଖ

ଉପ ନିର୍ବାଚନ ପୂର୍ବରୁ ବଦଳିଲେ ବିଡିଓ

  • Post category:ଓଡିଶା
  • Reading time:1 mins read

ଭଦ୍ରକ (୮.୧୦.୨୨) : ଧାମନଗର ଉପ ର୍ନିବାଚନ ପୂର୍ବରୁ ବଦଳିଲେ ଧାମନଗର ଓ ତିହିଡି ବ୍ଲକର ବିଡିଓ । ଧାମନଗର ବିଡିଓ ଦୁର୍ଗାଚରଣ ମୁର୍ମୁ ଓ ତିହିଡି ବିଡିଓ ବସନ୍ତ କୁମାର ସାହାଣୀଙ୍କୁ ବଦଳି କରାଯାଇଛି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର…

Continue Readingଉପ ନିର୍ବାଚନ ପୂର୍ବରୁ ବଦଳିଲେ ବିଡିଓ