ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂରେ ସ୍ଥିତି ଅନୁଧ୍ୟାନ କରୁଛି ୨୦ ଜଣିଆ ଟେକ୍ନିକାଲ୍ ଟିମ୍

  • Post category:ଓଡିଶା
  • Reading time:1 mins read

ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂରେ ସ୍ଥିତି ଅନୁଧ୍ୟାନ କରୁଛି ଏଏସଆଇ ଓ ୨୦ ଜଣିଆ ଟେକ୍ନିକାଲ୍ ଟିମ୍। ପ୍ରଥମ ଦିନରେ ବାହାର ପଟ କାନ୍ଥର ୩୭ଟି ପଏଣ୍ଟର ସ୍କାନିଂ କରାଯାଇଛି।

Continue Readingଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂରେ ସ୍ଥିତି ଅନୁଧ୍ୟାନ କରୁଛି ୨୦ ଜଣିଆ ଟେକ୍ନିକାଲ୍ ଟିମ୍

ଆଜିିଠୁ ରତ୍ନଭଣ୍ଡାରର ଲେଜର ସ୍କାନିଂ

  • Post category:ଓଡିଶା
  • Reading time:1 mins read

ଆଜିିଠୁ ଆରମ୍ଭ ହେବ ରତ୍ନଭଣ୍ଡାରର ଲେଜର ସ୍କାନିଂ। ଏନେଇ ଏଏସଆଇକୁ ଅନୁମତି ପ୍ରଦାନ କରିଛନ୍ତି ମନ୍ଦିର ପ୍ରଶାସନ। ରତ୍ନଭଣ୍ଡାରର ସ୍ଥିତିକୁ ଯାଞ୍ଚ କରିବା ପରେ ଏଏସଆଇ ଚୂଡାନ୍ତ ରିପୋର୍ଟ ଦେବ ।

Continue Readingଆଜିିଠୁ ରତ୍ନଭଣ୍ଡାରର ଲେଜର ସ୍କାନିଂ

ଆଜି ପଞ୍ଚୁକର ତୃତୀୟ ଦିନ, ମହାପ୍ରଭୁଙ୍କ ଆଡ଼ିକିଆ ବେଶ

ଆଜି ପଞ୍ଚୁକର ତୃତୀୟ ଦିନ। କାର୍ତ୍ତିକ ମାସ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କ ଆଡ଼ିକିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେଉଛି।

Continue Readingଆଜି ପଞ୍ଚୁକର ତୃତୀୟ ଦିନ, ମହାପ୍ରଭୁଙ୍କ ଆଡ଼ିକିଆ ବେଶ

ଆଜି ପଞ୍ଚୁକର ଦ୍ଵିତୀୟ ଦିନ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ଆଜି ପଞ୍ଚୁକର ଦ୍ଵିତୀୟ ଦିନ। କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିର ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କ ଅତ୍ୟନ୍ତ ଚିତାକର୍ଷକ ବାଙ୍କଚୂଡ଼ ବେଶ ଅନୁଷ୍ଠିତ ହେଉଛି। ଚୂଡା ମଧ୍ୟ ଧାରଣ କରିଥାନ୍ତି। ମସ୍ତକରେ ଏହି ଚୂଡା ବା ଚୁଳ ଦକ୍ଷିଣ ଦିଗକୁ ଢଳି ରହିଥାଏ। ଏଣୁ ମହାପ୍ରଭୁଙ୍କ ଏହି ବେଶକୁ ବାଙ୍କଚୁଡ଼ ବେଶ କୁହାଯାଏ।

Continue Readingଆଜି ପଞ୍ଚୁକର ଦ୍ଵିତୀୟ ଦିନ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ଆଜିଠୁ ଆରମ୍ଭ ପଞ୍ଚୁକ ବ୍ରତ: ପ୍ରଥମ ଦିନରେ ଲକ୍ଷ୍ମୀ ନାରାୟଣ ବେଶରେ ଦର୍ଶନ ଦେବେ ମହାପ୍ରଭୁ

  • Post category:ଓଡିଶା
  • Reading time:1 mins read

ଆଜିଠୁ ପବିତ୍ର ପଞ୍ଚୁକ ବ୍ରତ ଆରମ୍ଭ। ଏହି ୫ ଦିନରେ ମହାପ୍ରଭୁଙ୍କ ଚିତ୍ତାକର୍ଷ ୫ଟି ବେଶ ଦର୍ଶନ କରିବେ ଭକ୍ତ। ମହାପ୍ରଭୁଙ୍କ ଅବକାଶ ନୀତି ପରେ ଠାକୁରଙ୍କ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ।

Continue Readingଆଜିଠୁ ଆରମ୍ଭ ପଞ୍ଚୁକ ବ୍ରତ: ପ୍ରଥମ ଦିନରେ ଲକ୍ଷ୍ମୀ ନାରାୟଣ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ: ପ୍ରଥମେ ମରାମତି ହେବ ଗରୁଡ଼ସ୍ତମ୍ଭ 

  • Post category:ଓଡିଶା
  • Reading time:1 mins read

ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ| ମରାମତି କାର୍ଯ୍ୟ ପାଇଁ ପ୍ରଥମେ ତିଆରି ହେବ ୱାର୍କିଂ ପ୍ଲାଟଫର୍ମ। ନୀତିକାନ୍ତ ନଥିବା ବେଳେ ଏହି ମରାମତି କାର୍ଯ୍ୟ କରାଯିବ।

Continue Readingଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ: ପ୍ରଥମେ ମରାମତି ହେବ ଗରୁଡ଼ସ୍ତମ୍ଭ 

ଏଏସ୍‌ଆଇକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ଆଜିଠୁ ଜଗମୋହନ ମରାମତି 

  • Post category:ଓଡିଶା
  • Reading time:1 mins read

ଆଜିଠାରୁ ଶ୍ରୀମନ୍ଦିର ଜଗମୋହନ ଓ ନାଟମଣ୍ଡପ ମରାମତି କାମ ଆରମ୍ଭ କରିବାକୁ ଓଡ଼ିଶା ହାଇକୋର୍ଟ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଏଏସଆଇ ଆସନ୍ତା ୨୪ ତାରିଖରୁ ମରାମତି ଆରମ୍ଭ କରିବାକୁ ଚାହୁଁଥିଲା, ମାତ୍ର ଉଚ୍ଚ ନ୍ୟାୟାଳୟ ଏହାକୁ ଅଗ୍ରାହ୍ୟ କରିଛନ୍ତି।

Continue Readingଏଏସ୍‌ଆଇକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ: ଆଜିଠୁ ଜଗମୋହନ ମରାମତି 

ଶ୍ରୀମନ୍ଦିରରେ ବ୍ୟାନ ହେଲା ପାନ-ଗୁଟଖା, ନୂଆବର୍ଷରୁ ଲାଗୁ ହେବ ଏହି ନିୟମ

  • Post category:ଓଡିଶା
  • Reading time:1 mins read

ଶ୍ରୀମନ୍ଦିରରେ ପାନଗୁଟଖା ଉପରେ ଲାଗିଲା କଟକଣା। ପାନଗୁଟଖାକୁ ବ୍ୟାନ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ଆସନ୍ତା ନୂଆବର୍ଷରୁ ତଥା ଜାନୁଆରୀ ୧ରୁ ଡ୍ରେସକୋର୍ଡ ଲାଗୁ ହେବା ଭଳି ପାନଗୁଟଖାକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି। ଶ୍ରୀମନ୍ଦିର ଭିତରେ କେହି ପାନଗୁଟଖା ଖାଇବେ ନାହିଁ କି ଛେପ ପକାଇ ପାରିବେ ନାହିଁ। ଶ୍ରୀମନ୍ଦିର ଭିତରେ ପଲିଥିନ ବ୍ୟବହାର ଉପରେ କଟକଣା ଲାଗିଥିବା ମଧ୍ୟ ସୂଚନା ରହିଛି। ଏହା ଉପରେ ଏନେଇ ପୂର୍ବରୁ ପାଞ୍ଚଶହ ଟଙ୍କା ଜରିମାନା କରାଯାଇଛି।

Continue Readingଶ୍ରୀମନ୍ଦିରରେ ବ୍ୟାନ ହେଲା ପାନ-ଗୁଟଖା, ନୂଆବର୍ଷରୁ ଲାଗୁ ହେବ ଏହି ନିୟମ

ପୁରୀ ଜିଲ୍ଲାରେ କାହାକୁ ମିଳିବ ବିଜେଡି ନେତୃତ୍ୱ ?

ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଦଳର ଟାଣୁଆ ନେତା ପୁରୀ ଜିଲ୍ଲାର ମହେଶ୍ୱର ମହାନ୍ତିଙ୍କର ଇତି ମଧ୍ୟରେ ଦେହାନ୍ତ ହୋଇଛି। ଜନତା ଦଳରୁ ତଥା ପୁରୀ ମୁନିସିପାଲିଟିର ଅଧ୍ୟକ୍ଷ ପଦବୀରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ସ୍ବର୍ଗତ ମହାନ୍ତି ବିଜୁ ଜନତା ଦଳରେ ମଧ୍ୟ ସକ୍ରିୟ ଥିଲେ। ପୁରୀ ଜିଲ୍ଲାରେ ବିଜୁ ଜନତା ଦଳର ସେ ଜଣେ ଟାଣୁଆ ନେତା ଥିଲାବେଳେ ସଂଗଠନ ଉପରେ ତାଙ୍କର ଅଖଣ୍ଡ କ୍ଷମତା ଥିଲା। ଇତି ମଧ୍ୟରେ ମହେଶ୍ୱର ମହାନ୍ତିଙ୍କର ପରଲୋକ ହୋଇଛି।

Continue Readingପୁରୀ ଜିଲ୍ଲାରେ କାହାକୁ ମିଳିବ ବିଜେଡି ନେତୃତ୍ୱ ?

ଦାୟିତ୍ୱ ନେବା ପରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ରାଜ୍ୟପାଳ ରଘୁବର ଦାସ 

  • Post category:ଓଡିଶା
  • Reading time:1 mins read

ନୂତନ ରାଜ୍ୟପାଳ ଭାବେ ଦାୟିତ୍ବ ନେବା ପରେ ପରିବାର ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ରାଜ୍ୟପାଳ  ।

Continue Readingଦାୟିତ୍ୱ ନେବା ପରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ରାଜ୍ୟପାଳ ରଘୁବର ଦାସ