ଆସନ୍ତା ୧୫ ତାରିଖରେ ବଲାଙ୍ଗୀର ଆସିବେ ରାହୁଲ ଗାନ୍ଧୀ 

ପୁଣି ଓଡିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆସନ୍ତା ୧୫ ତାରିଖରେ ବଲାଙ୍ଗୀର ଆସିବେ ରାହୁଲ।

Continue Readingଆସନ୍ତା ୧୫ ତାରିଖରେ ବଲାଙ୍ଗୀର ଆସିବେ ରାହୁଲ ଗାନ୍ଧୀ 

ମେ’ ୩ରେ ଓଡିଶା ଆସିବେ ରାହୁଲ ଗାନ୍ଧୀ, ରାୟଗଡାରେ କରିବେ ପ୍ରଚାର 

ମେ’ ୩ରେ ଓଡିଶା ଆସିବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ରାୟଗଡା ଆସି କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ରାହୁଲ ଗାନ୍ଧୀ। ଏନେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ସୂଚନା ଦେଇଛନ୍ତି।

Continue Readingମେ’ ୩ରେ ଓଡିଶା ଆସିବେ ରାହୁଲ ଗାନ୍ଧୀ, ରାୟଗଡାରେ କରିବେ ପ୍ରଚାର 

ରାହୁଲ ଓ ମୋଦୀଙ୍କୁ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ 

ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Continue Readingରାହୁଲ ଓ ମୋଦୀଙ୍କୁ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାନୁଷ୍ଠାନ 

ଓଡିଶା ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର 

ଆସନ୍ତା ଏପ୍ରିଲ ୨୮ରେ ଓଡିଶା ଆସିବେ ରାହୁଲ ଗାନ୍ଧୀ | କଟକ ଜିଲ୍ଲା ସାଲେପୁରରେ ବିଶାଳ ସମାବେଶ କରିବାର ସମ୍ଭାବନା ଥିବାବେଳେ ରାୟଗଡା, ବ୍ରହ୍ମପୁରରେ କଂଗ୍ରେସ ପାଇଁ ପ୍ରଚାର କରିବେ ରାହୁଲ |

Continue Readingଓଡିଶା ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର 

କେରଳର ୱାୟନାଡ ଆସନରୁ ଲୋକସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ରାହୁଲ ଗାନ୍ଧୀ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି କେରଳର ୱାୟନାଡ ଆସନରୁ ଲୋକସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ବିଶାଳ ରୋଡ ସୋ’ରେ ଯାଇ ନାମାଙ୍କନ ଦାଖଲ କରିଛନ୍ତି ରାହୁଲ ଗାନ୍ଧୀ।

Continue Readingକେରଳର ୱାୟନାଡ ଆସନରୁ ଲୋକସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ରାହୁଲ ଗାନ୍ଧୀ

ଫେବୃଆରୀ ୬ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଆସନ୍ତା ଫେବୃଆରୀ ୬ ତାରିଖରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ। ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ଓଡ଼ିଶାରେ ପହଂଚିବେ ରାହୁଲ ଗାନ୍ଧୀ। ୬ ତାରିଖ ସଂଧ୍ୟାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ସୁନ୍ଦରଗଡ଼ ବୀରମିତ୍ରପୁରରେ ପହଂଚିବ।

Continue Readingଫେବୃଆରୀ ୬ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ହାଇବ୍ରିଡ୍ ମୋଡ୍‌ରେ ହେବ କଂଗ୍ରେସର ଦ୍ଵିତୀୟ ଭାରତ ଯୋଡ ଯାତ୍ରା

କଂଗ୍ରେସର ଦ୍ଵିତୀୟ ଭାରତ ଯୋଡ ଯାତ୍ରା ଆସନ୍ତା ଡିସେମ୍ବରରୁ ଆରମ୍ଭ ହୋଇ ୨୦୨୪ ଫେବ୍ରୁଆରୀରେ ସରିବ। ରାହୁଲ ଗାନ୍ଧି ଗୁଜରାଟର ପୋରବନ୍ଦରରୁ ଯାତ୍ରା ଆରମ୍ଭ କରି ଅରୁଣାଚଳ ପ୍ରଦେଶର ଲୋହିତ ଜିଲ୍ଲା ଅନ୍ତର୍ଗତ ପର୍ଶୁରାମ କୁଣ୍ଡରେ ଶେଷ କରିବେ। ତେବେ ଏଥରର ଯାତ୍ରା ହାଇବ୍ରିଡ୍ ମୋଡ୍‌ରେ ହେବ। ଅର୍ଥାତ୍ ଯାତ୍ରା କେବଳ ପାଦରେ ନୁହେଁ, ଏଥିପାଇଁ ବାହନ ମଧ୍ୟ ବ୍ୟବହୃତ ହେବ। 

Continue Readingହାଇବ୍ରିଡ୍ ମୋଡ୍‌ରେ ହେବ କଂଗ୍ରେସର ଦ୍ଵିତୀୟ ଭାରତ ଯୋଡ ଯାତ୍ରା

ବଦଳିଲା ରାହୁଲ ଗାନ୍ଧୀଙ୍କ ଲୁକ

ନୂଆଦିଲ୍ଲୀ (୨.୩.୨୩) :   ବ୍ରିଟେନରେ ନୂଆ ଲୁକରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ସବୁବେଳେ କିଛି ନା କିଛି କାରଣରୁ ଚର୍ଚ୍ଚାରେ ରହୁଥିବା ରାହୁଲ ଗାନ୍ଧୀଙ୍କ ନୂଆ ଲୁକକୁ ନେଇ ଏବେ ପୁଣି ଚର୍ଚ୍ଚା ସୃଷ୍ଟି ହୋଇଛି । ରାହୁଲ…

Continue Readingବଦଳିଲା ରାହୁଲ ଗାନ୍ଧୀଙ୍କ ଲୁକ

ଭାରତ ଯୋଡ ଯାତ୍ରାରେ ଯୋଗଦେଲେ ଅଭିନେତ୍ରୀ ଉର୍ମିଳା

କାଶ୍ମୀର (24.1.23): ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡ ଯାତ୍ରାର ଶେଷ ପର୍ଯ୍ୟାୟ ଏବେ କାଶ୍ମୀରରେ ଚାଲିଛି । ଏହି ଯାତ୍ରା ଆରମ୍ଭ ହେବା ଦିନରୁ ଅନେକ ଅଭିନେତା ଓ ଅଭିନେତ୍ରୀ ରାହୁଲଙ୍କ ସହ ଦେଖିବାକୁ ମିଳୁଛନ୍ତି । ଏହି…

Continue Readingଭାରତ ଯୋଡ ଯାତ୍ରାରେ ଯୋଗଦେଲେ ଅଭିନେତ୍ରୀ ଉର୍ମିଳା

ପୁଣି ଚର୍ଚ୍ଚାରେ କଂଗ୍ରେସର ଭାରତ ଯୋଡଯାତ୍ରା

ନୂଆଦିଲ୍ଲୀ(୧୭.୦୧.୨୩) : ପଞ୍ଜାବର ହୋସିଆରପୁରରେ ଭାରତ ଯୋଡର ଯାତ୍ରା ବେଳେ ରାହୁଲ ଗାନ୍ଧିଙ୍କ ସୁରକ୍ଷାରେ ଦେଖା ଦେଇଛି ବଡ ତ୍ରୃଟି । ୩୫ ମିନିଟ ମଧ୍ୟରେ ଏଭଳି ତ୍ରୃଟି ଦ୍ୱିତୀୟ ଥର ପାଇଁ ସାମ୍ନାକୁ ଆସିଛି ।   ଜଣେ ବ୍ୟକ୍ତି କଂଗ୍ରେସ…

Continue Readingପୁଣି ଚର୍ଚ୍ଚାରେ କଂଗ୍ରେସର ଭାରତ ଯୋଡଯାତ୍ରା