ଭୁବନେଶ୍ୱର: ନେତାଜୀଙ୍କ ୧୨୫ତମ ଜନ୍ମ ଜୟନ୍ତୀରେ ଗଠନ ହୋଇଥିବା ୮୫ଜଣିଆ ଜାତୀୟ କମିଟିରେ ୩ ଓଡିଆଙ୍କୁ ସ୍ଥାନ ଦେବା ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ପ୍ରତିକ୍ରିୟା ।କହିଲେ ‘ପ୍ରଧାନମନ୍ତ୍ରୀଙ୍କୁ ଏଥିପାଇଁ ଧନ୍ୟବାଦ ଦେବା କଥା, ନିର୍ବାଚନକୁ ଦେଖି କିଛି କରାଯିବା କହିବା ଭୁଲ, କମିଟିରେ ୩ ଜଣଙ୍କୁ ସ୍ଥାନ ମିଳିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ |
ସେପଟେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ସାର୍ବଜନୀନ ପ୍ରସଙ୍ଗରେ ବି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ପ୍ରତିକ୍ରିୟା ।କହିଲେ ‘CM କହିବା ପରେ ଯାହା ସମ୍ପତ୍ତି ତାଲିକା ଅଛି ଦାଖଲ କରିଛୁ, ସମ୍ପତ୍ତି ତାଲିକା ଦେଲେ ସ୍ବଚ୍ଛତା ଆସିବ, ଯାହାର ଯାହା ସମ୍ପତ୍ତି ଅଛି ସମସ୍ତେ ଦେବେ ଲୁଚାଇବାର ପ୍ରଶ୍ନ ଉଠୁନି |