୩ ମାସ ବୃଦ୍ଧି ପାଇଲା ମାଗଣା ଆଧାର ଅପ୍‌ଡେଟ୍‌ 

ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ମାଗଣାରେ ଆଧାର ବିବରଣୀ ଅପ୍‌ଡେଟ୍‌ କରିବାର ସମୟସୀମାକୁ ୨୦୨୪ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।ଏହା ଦ୍ୱାରା ମାଇଁ ଆଧାର ପୋର୍ଟାଲ୍ ଜରିଆରେ ଲୋକମାନେ ଆଧାର ବିବରଣୀକୁ ମାଗଣାରେ ଅପ୍‌ଡେଟ୍ କରିପାରିବେ।

Continue Reading୩ ମାସ ବୃଦ୍ଧି ପାଇଲା ମାଗଣା ଆଧାର ଅପ୍‌ଡେଟ୍‌ 

ବଢିଲା ଏଲପିଜି ସିଲିଣ୍ଡର ଦାମ୍

ମାସ ଆରମ୍ଭରୁ ଗ୍ରାହକଙ୍କୁ ବଡ ଝଟକା। ବଢିଲା ଏଲପିଜି ଦର। ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି,

Continue Readingବଢିଲା ଏଲପିଜି ସିଲିଣ୍ଡର ଦାମ୍

DRDOରେ ନିଯୁକ୍ତି ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ 

ଚାକିରି ଅନୁସନ୍ଧାନରେ ଥିବା ଯୁବପିଢ଼ୀଙ୍କ ପାଇଁ ଖୁସି ଖବର। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(DRDO)ରେ ନିଯୁକ୍ତି ସୁଯୋଗ। ଏନେଇ ଡିଆରଡିଓ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Continue ReadingDRDOରେ ନିଯୁକ୍ତି ସୁଯୋଗ, ତୁରନ୍ତ କରନ୍ତୁ ଆବେଦନ 

ବଢ଼ିଲା CNG ଦର, ଜାଣନ୍ତୁ କେତେ ରହିଛି ଦାମ 

ପେଟ୍ରୋଲ, ଡିଜେଲ ଏବଂ ଏଲପିଜି ପରେ ଏବେ ବଢିଛି ସିଏନଜି । ଦିଲ୍ଲୀ ଏବଂ ଏନସିଆରରେ ସିଏନଜି ଦାମ୍‌ ୧ ଟଙ୍କା ବଢିଛି । ଦିଲ୍ଲୀରେ ସିଏନଜି ଦାମ କିଲୋଗ୍ରାମ ପ୍ରତି ୭୫.୫୯ ଟଙ୍କା ହୋଇଯାଇଛି ।

Continue Readingବଢ଼ିଲା CNG ଦର, ଜାଣନ୍ତୁ କେତେ ରହିଛି ଦାମ 

ଆଜି ହେବ G-20 ଭର୍ଚ୍ୟୁଆଲ୍‌ ଶିଖର ସମ୍ମିଳନୀ

ଆଜି ଅନୁଷ୍ଠିତ ହେବ ଜି -୨୦ ଭର୍ଚ୍ୟୁଆଲ୍‌ ଶିଖର ସମ୍ମିଳନୀ। ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭର୍ଚୁଆଲ୍ ଜି -୨୦ ଶିଖର ସମ୍ମିଳନୀରେ ଚୀନ୍ ପ୍ରଧାନମନ୍ତ୍ରୀ ଲି କିଆଙ୍ଗଅଙ୍କ ସହ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅଂଶଗ୍ରହଣ କରିବେ। 

Continue Readingଆଜି ହେବ G-20 ଭର୍ଚ୍ୟୁଆଲ୍‌ ଶିଖର ସମ୍ମିଳନୀ

ସରକାରୀ ଚାକିରୀ ଆଶାୟୀଙ୍କ ପାଇଁ ଖୁସି ଖବର: AIIMS ର ବିଭିନ୍ନ ପଦବୀରେ ନିଯୁକ୍ତି ଜାରି 

ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଖୁସି ଖବର । ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ବିଭିନ୍ନ ଗ୍ରୁପ୍ ବି ଓ ସି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି ।

Continue Readingସରକାରୀ ଚାକିରୀ ଆଶାୟୀଙ୍କ ପାଇଁ ଖୁସି ଖବର: AIIMS ର ବିଭିନ୍ନ ପଦବୀରେ ନିଯୁକ୍ତି ଜାରି 

ବହିଷ୍କୃତ ହେଲେ ଓପନ୍‌ ଏଆଇର ସିଇଓ ସ୍ୟାମ୍‌ ଅଲ୍ଟମ୍ୟାନ୍‌

ବହିଷ୍କୃତ ହେଲେ ଚାଟ୍‌ଜିପିଟି ତିଆରି କରିଥିବା କମ୍ପାନୀ ଓପନ୍‌ ଏଆଇର ସିଇଓ। ଶୁକ୍ରବାର ବିଳମ୍ବିତ ରାତିରେ ବୋର୍ଡ ସ୍ୟାମ୍‌ ଅଲ୍ଟମ୍ୟାନ୍‌ଙ୍କୁ ପଦରୁ ହଟାଇ ଦେଇଛି। ସେ କମ୍ପାନୀର କୋ-ଫାଉଣ୍ଡର ମଧ୍ୟ ଥିଲେ।

Continue Readingବହିଷ୍କୃତ ହେଲେ ଓପନ୍‌ ଏଆଇର ସିଇଓ ସ୍ୟାମ୍‌ ଅଲ୍ଟମ୍ୟାନ୍‌

ବିଶ୍ୱକପ ଫାଇନାଲ ମ୍ୟାଚ୍ ପାଇଁ ବଢିଲା ବିମାନ ଟିକେଟ୍ ଭଡା, ଜାଣନ୍ତୁ କେତେ ରହିଛି ଦାମ୍ ?

ବିଶ୍ୱକପ ଫାଇନାଲ ମ୍ୟାଚ୍ ପାଇଁ ବଢିଲା ବିମାନ ଯାତ୍ରାର ଟିକେଟ୍ ଭଡା। ସୂଚନା ଅନୁଯାୟୀ ଯେଉଁ ୱାନ ୱେ ଟିକେଟର ଦାମ ୫ ହଜାର ଟଙ୍କା ଥିଲା ତାହା ଏବେ ୩୦ ହଜାର ଟଙ୍କା ହୋଇଛି।

Continue Readingବିଶ୍ୱକପ ଫାଇନାଲ ମ୍ୟାଚ୍ ପାଇଁ ବଢିଲା ବିମାନ ଟିକେଟ୍ ଭଡା, ଜାଣନ୍ତୁ କେତେ ରହିଛି ଦାମ୍ ?

ଆଇଫୋନ୍‌ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ମାଗଣାରେ ୨ ବର୍ଷ ପାଇଁ ମିଳିବ ଏହି ସର୍ଭିସ

ଆଇଫୋନ୍‌ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର। ଜରୁରୀକାଳୀନ ଏସ୍‌ଓଏସ୍‌ ଫିଚର ଆଇଫୋନ ୧୪ ୟୁଜର୍ସଙ୍କୁ ଆଉ ୨ ବର୍ଷ ମାଗଣାରେ ପ୍ରଦାନ କରିବ ନେଇ ଆପଲ କର୍ମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି। ଏନେଇ କମ୍ପାନୀର ସିଇଓ ଟିମ କୁକ ଏକ୍ସ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି। କମ୍ପାନୀ ଆଇଫୋନ୧୪ ସହିତ ଜରୁରୀକାଳୀନ ଏସ୍‌ଓଏସ ଫିଚର ଲଞ୍ଚ କରିଛି।

Continue Readingଆଇଫୋନ୍‌ ଉପଭୋକ୍ତାଙ୍କ ପାଇଁ ଖୁସି ଖବର, ମାଗଣାରେ ୨ ବର୍ଷ ପାଇଁ ମିଳିବ ଏହି ସର୍ଭିସ