You are currently viewing ମଶା ଧୂପ ନେଲା ୬ ଜୀବନ

ମଶା ଧୂପ ନେଲା ୬ ଜୀବନ

ନୂଆଦିଲ୍ଲୀ (୩୧.୩.୨୩) :   ଦିଲ୍ଲୀ ଶାସ୍ତ୍ରୀ ପାର୍କରେ ମଶା ଧୂପରୁ ନିଆଁ ଲାଗି ୬ଜଣଙ୍କ ମୃତ୍ୟୁ ହୋଇଛି । ମଶା ଧୂପରୁ ନିଆଁ ତକିଆରେ ଲାଗି ଘର ଜଳି ଯାଇଛି । ଏଥିରେ ଶ୍ୱାସରୁଦ୍ଧ ହୋଇ ୪ଜଣ ଓ ନିଆଁରେ ପୋଡି ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ସମସ୍ତେ ଗୋଟିଏ ପରିବାରର ହୋଇଥିବା ସୂଚନା ।

ଅନ୍ୟମାନଙ୍କୁ ଜଣାନ୍ତୁ।