ଦୟା ନଦୀ ବ୍ରିଜ ଉପରୁ ତଳକୁ ଡେଇଁଲେ ଯୁବକ Post published:September 3, 2020 Post category:ଓଡିଶା / ତାଜା ଖବର Reading time:1 mins read ଭୁବନେଶ୍ୱର, ଦୟାନଦୀ ଓଭରବ୍ରିଜ ଉପରୁ ପାଣିକୁ ଡେଇଁଲେ ଜଣେ ଯୁବକ । ଖବରପାଇ ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚି ସର୍ଚ୍ଚ ଅପରେସନ ଜାରୀ କରିଛି । ତେବେ ଏ ପର୍ଯ୍ୟନ୍ତ ଯୁବକଙ୍କ ସମ୍ପର୍କରେ କିଛି ଜଣାପଡ଼ିନାହିଁ, କି ସେ ନଦୀକୁ ଅଚାନକ ଡେଇଁବାର କାରଣ ମଧ୍ୟ ଅସ୍ପଷ୍ଟ ରହିଛି । ଅନ୍ୟମାନଙ୍କୁ ଜଣାନ୍ତୁ। You Might Also Like ବନ୍ଧୁକ ବ୍ୟବସାୟ ବେଳେ ଧରାପଡିଲେ ୩ ଅଭିଯୁକ୍ତ September 25, 2020 ବେସରକାରୀ ସଂସ୍ଥାଗୁଡିକୁ କର୍ମଚାରୀଙ୍କ ତାଲିକା ଦେବା ପାଇଁ ନିର୍ଦ୍ଦେଶ May 8, 2021 ରାସ୍ତା କଡରେ ମୃତଦେହ May 16, 2022 ଏଥର ଭୁବନେଶ୍ୱର ସଂସଦୀୟ କ୍ଷେତ୍ର କାହାର ! January 9, 2024