ଖୋଲିଲା କୁଳଡିହ ଅଭୟାରଣ୍ୟ, ପର୍ଯ୍ୟଟକଙ୍କ ଭିଡ଼  

  • Post category:ଓଡିଶା
  • Reading time:1 mins read

ଆଜିଠୁ ଖୋଲିଲା କୁଳଡିହା ଅଭୟାରଣ୍ୟ। ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ୨୭୨.୭୫ ବର୍ଗ କିଲୋମିଟର ପରିଧି ବିଶିଷ୍ଟ କୁଳଡିହା ଦୀର୍ଘମାସ ପରେ ପୁଣି ଚଳଚଞ୍ଚଳ। ଏନେଇ ବନବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

Continue Readingଖୋଲିଲା କୁଳଡିହ ଅଭୟାରଣ୍ୟ, ପର୍ଯ୍ୟଟକଙ୍କ ଭିଡ଼  

ଗ୍ୟାସ ସିଲିଣ୍ଡର ଫାଟି ଶିଶୁ କନ୍ୟାର ମୃତ୍ୟୁ

  • Post category:ଓଡିଶା
  • Reading time:1 mins read

ବାଲେଶ୍ୱର (୨୨.୩.୨୩) : ଫାଟିଲା ଗ୍ୟାସ ସିଲିଣ୍ଡର, ଦେଢ଼ ମାସର ଶିଶୁ ପ୍ରାଣ ହରାଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ମିର୍ଜାପୁର ଅଞ୍ଚଳରେ । ରମଜାନ…

Continue Readingଗ୍ୟାସ ସିଲିଣ୍ଡର ଫାଟି ଶିଶୁ କନ୍ୟାର ମୃତ୍ୟୁ

ପୁଣି ପ୍ରଚଣ୍ଡ ଶଦ୍ଦରେ ଥରିଲା ୪ ଜିଲ୍ଲା

  • Post category:ଓଡିଶା
  • Reading time:1 mins read

ବାଲେଶ୍ୱର (୧୩.୩.୨୩) : ପୁଣି ପ୍ରଚଣ୍ଡ ଶବ୍ଦ, ପୁଣି ଭୟ । ଥରିଲା ୪ ଜିଲ୍ଲା। ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଆନନ୍ଦପୁର ଓ ସୁନ୍ଦରଗଡ଼ରେ ଶୁଣାଗଲା ପ୍ରଚଣ୍ଡ ଶବ୍ଦ। ବାଲେଶ୍ୱର କଚେରୀ ଛକ ନିକଟ ଅଞ୍ଚଳରେ ଆଜି ଦିନ ୧୧ଟା ୩୪…

Continue Readingପୁଣି ପ୍ରଚଣ୍ଡ ଶଦ୍ଦରେ ଥରିଲା ୪ ଜିଲ୍ଲା

ଆଖି ବୁଜିଲେ ଏସିଡ ପୀଡିତା ବନିତା

  • Post category:ଓଡିଶା
  • Reading time:1 mins read

ବାଲେଶ୍ୱର(୨୭.୨.୨୩) :   ଆଖି ବୁଜିଲେ ଏସିଡ ମାଡର ଶିକାର ହୋଇ ଚିକିତ୍ସାଧୀନ ଥିବା ବାଲେଶ୍ୱରର ବନିତା ସିଂ । ଗତକାଲି ସଂଧ୍ୟାରେ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ପୁଲିସ ଏହି ମାମଲାରେ ତଦନ୍ତ ଜାରି…

Continue Readingଆଖି ବୁଜିଲେ ଏସିଡ ପୀଡିତା ବନିତା

ଆଇଟିଆର ବରିଷ୍ଠ ଅଧିକାରୀଙ୍କୁ ଗିରଫ ପରେ ୪ ଦିନ ରିମାଣ୍ଡରେ ନେବ ପୋଲିସ

  • Post category:ଓଡିଶା
  • Reading time:1 mins read

ବାଲେଶ୍ୱର(୨୫.୨.୨୩) :   ଖୋଲିବ ପାକିସ୍ତାନ ହନିଟ୍ରାପ୍‌ର ଗୁମର । ସତ ଉଗାରିବେ ଗିରଫ ଚାନ୍ଦିପୁର ଆଇଟିଆର୍‌ ବରିଷ୍ଠ ଅଧିକାରୀ ବାବୁରାମ ଦେ । ତାଙ୍କୁ ଆଜିଠୁ ୪ ଦିନ ରିମାଣ୍ଡରେ ନେବ ବାଲେଶ୍ୱର ପୋଲିସ । ବାବୁରାମଙ୍କ ଆର୍ଥିକ କାରବାର ନେଇ…

Continue Readingଆଇଟିଆର ବରିଷ୍ଠ ଅଧିକାରୀଙ୍କୁ ଗିରଫ ପରେ ୪ ଦିନ ରିମାଣ୍ଡରେ ନେବ ପୋଲିସ

ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଜଣେ ଗିରଫ

  • Post category:ଓଡିଶା
  • Reading time:1 mins read

ବାଲେଶ୍ୱର(୨୪.୨.୨୩) : ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି । ଆଇଟିଆର ତଥ୍ୟ ଲିକ୍ ଅଭିଯୋଗରେ ଗିଫ କରିଛି ବାଲେଶ୍ୱର ପୋଲିସ । ଡିଆଡିଓ ତଥ୍ୟ ଲିକ୍ ପ୍ରସଙ୍ଗରେ ବାଲେଶ୍ୱର ପୋଲିସ ପ୍ରମେମିଟ୍ କରି ସୂଚନା ଦେଇଛି…

Continue Readingଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଜଣେ ଗିରଫ

ଚିନ୍ତା ବଢାଉଛି କନ୍ୟାଶ୍ରମର ମସ୍ତିକ ଜ୍ୱର

  • Post category:ଓଡିଶା
  • Reading time:1 mins read

ବାଲେଶ୍ୱର(୨୧.୨.୨୩) : ଚିନ୍ତା ବଢ଼ାଉଛି ବାଲେଶ୍ୱର କନ୍ୟାଶ୍ରମର ମସ୍ତିଷ୍କ ଜ୍ୱର । ଗତକାଲି ରାତିରେ ପୁଣି ୪ ଜଣ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଛି । ସୋର ମେଡିକାଲରେ ଚିକିତ୍ସିତ ହେଉଥିଲେ କନ୍ୟାଶ୍ରମ ଅନ୍ତେବାସିନୀ ରାଖୀ ସାନ୍ତରା, ନନ୍ଦିନୀ ସିଂ,…

Continue Readingଚିନ୍ତା ବଢାଉଛି କନ୍ୟାଶ୍ରମର ମସ୍ତିକ ଜ୍ୱର

ପୁଣି ଚର୍ଚ୍ଚାରେ ବାଲେଶ୍ୱର ସାଂସଦ

ନୂଆଦିଲ୍ଲୀ(୧୭.୨.୨୩) :  ଦିଲ୍ଲୀରେ ମାଟି ଘର ତିଆରି କରି ପୁଣି ଥରେ ନିଜର ସରଳ ଜୀବନ ଶୈଳୀକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ । ନିଜ ସରକାରୀ କ୍ୱାଟରରେ ମାଟି ଘର କରୁଛନ୍ତି । ସେ କହିଛନ୍ତି, ମାଟିରେ…

Continue Readingପୁଣି ଚର୍ଚ୍ଚାରେ ବାଲେଶ୍ୱର ସାଂସଦ

ଉପଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣାରେ ୧୦ରୁ ଉର୍ଦ୍ଧ ଗିରଫ

  • Post category:ଓଡିଶା
  • Reading time:1 mins read

ବାଲେଶ୍ୱର(୪.୨.୨୩) : ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଘଟଣା । ୧୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଗତକାଲି ଫୁଲାଡି କଣ୍ଟାବଣିଆ ନିକଟ ବୁଢାବଳଙ୍ଗ ନଦୀରେ ବେଆଇନ ବାଲି ଉତ୍ତୋଳନ ବେଳେ ଉପଜିଲ୍ଲାପାଳ ଚଢାଉ କରିଥିଲେ ।…

Continue Readingଉପଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣାରେ ୧୦ରୁ ଉର୍ଦ୍ଧ ଗିରଫ

କୁକୁର ଆକ୍ରମଣରେ ୩୦ ଆହତ

  • Post category:ଓଡିଶା
  • Reading time:1 mins read

ବାଲେଶ୍ୱର (୩.୧୨.୨୨) :   ବାଲେଶ୍ୱର ଜିଲ୍ଲା ଶୂନହାଟ କଂସେଇ ମହଲରେ ଆତଙ୍କ ଖେଳାଇଛି ପାଗଳା କୁକୁର । ଆଜି ସକାଳୁ ପାଗଳା କୁକୁର ଆକ୍ରମଣରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଜଣ ଆହତ ହୋଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରେ ବୟସ୍କ ବ୍ୟକ୍ତିଙ୍କଠାରୁ ଆରମ୍ଭ…

Continue Readingକୁକୁର ଆକ୍ରମଣରେ ୩୦ ଆହତ