ୟୁପିରେ ବଡ ରେଳ ଦୁର୍ଘଟଣା : ଚଣ୍ଡିଗଡ ଏକ୍ସପ୍ରେସର ୧୦ଟି ବଗି ଲାଇନଚ୍ୟୁତ, ଦୁଇ ମୃତ ଅନେକ ଆହତ

ଉତ୍ତରପ୍ରଦେଶ ଗୋଣ୍ଡାଠାରେ ଏକ ବଡ ରେଳ ଦୁର୍ଘଟଣା ଘଟିଛି । ଗୋରଖପୁର ଦେଇ ଚଣ୍ଡିଗଡରୁ ଆସାମର ଡିବ୍ରୃଗଡ ଯାଉଥିବା ଚଣ୍ଡିଗଡ ଏକ୍ସପ୍ରେସର ୧୦ଟି ବଗି ଲାଇନଚ୍ୟୁତ ହୋଇଛି ।

Continue Readingୟୁପିରେ ବଡ ରେଳ ଦୁର୍ଘଟଣା : ଚଣ୍ଡିଗଡ ଏକ୍ସପ୍ରେସର ୧୦ଟି ବଗି ଲାଇନଚ୍ୟୁତ, ଦୁଇ ମୃତ ଅନେକ ଆହତ

ପ୍ୟାରିସ ଅଲିମ୍ପିକ୍ସ ଲାଗି ୨୮ଜଣିଆ ଦୌଡକୁଦ ଦଳ ଘୋଷଣା : ନେତୃତ୍ୱ ନେବେ ନୀରଜ

ପ୍ୟାରିସ ଅଲିମ୍ପିକ୍ସ ଲାଗି ଭାରତୀୟ ଦୌଡକୁଦ ସହାସଂଘ ୨୮ଜଣିଆ ଦୌଡକୁଦ ଦଳ ଘୋଷଣା କରିଛି । ଏଥିରେ ୧୭ଜଣ ପୁରୁଷ ଓ ୧୧ଜଣ ମହିଳା ରହିଛନ୍ତି ।

Continue Readingପ୍ୟାରିସ ଅଲିମ୍ପିକ୍ସ ଲାଗି ୨୮ଜଣିଆ ଦୌଡକୁଦ ଦଳ ଘୋଷଣା : ନେତୃତ୍ୱ ନେବେ ନୀରଜ

ମେରିନ ଡ୍ରାଇଭରେ ଟିମ ଇଣ୍ଡିଆର ବିଜୟ ଶୋଭାଯାତ୍ରା : ଖୋଲା ବସରେ ଟିମ ଇଣ୍ଡିଆ ଖେଳାଳି

ମୁମ୍ବାଇ ମେରିନ ଡ୍ରାଇଭରେ ଟିମ ଇଣ୍ଡିଆର ବିଶାଳ ଶୋଭାଯାତ୍ରା। ବିଶ୍ବକପ ଧରି ଭାରତକୁ ଫେରିଛି ଟିମ ଇଣ୍ଡିଆ ।

Continue Readingମେରିନ ଡ୍ରାଇଭରେ ଟିମ ଇଣ୍ଡିଆର ବିଜୟ ଶୋଭାଯାତ୍ରା : ଖୋଲା ବସରେ ଟିମ ଇଣ୍ଡିଆ ଖେଳାଳି

୧୦ବର୍ଷ ମଧ୍ୟରେ ୧୦ଟି ଆଇସିସି ଟ୍ରଫି ହରେଇଛି ଭାରତ

  • Post category:କ୍ରୀଡା
  • Reading time:1 mins read

ଭାରତୀୟ ଦଳ ପୁଣି ଥରେ ଆଇସିସି ଟାଇଟଲ ହରାଇଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ କରିଥିବା ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷ ୨୦୨୩ ବିଶ୍ୱକପ ଫାଇନାଲରେ ପରାଜୟ ହୋଇଛି। ଏ

Continue Reading୧୦ବର୍ଷ ମଧ୍ୟରେ ୧୦ଟି ଆଇସିସି ଟ୍ରଫି ହରେଇଛି ଭାରତ

ଆଜିଠାରୁ ରାଷ୍ଟ୍ରପତିଙ୍କ ୩ ଦିନିଆ ଓଡ଼ିଶା ଗସ୍ତ

  • Post category:ଓଡିଶା
  • Reading time:1 mins read

ଆଜିଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ତିନି ଦିନିଆ ଗସ୍ତରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ। ବାରିପଦା, ରାଇରଂଗପୁର, ପାହାଡ଼ପୁର, ବାଦାମପାହାଡ଼, ସମ୍ବଲପୁର ଓ ବୁର୍ଲାରେ ଆୟୋଜିତ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମରେ ଏହି ଗସ୍ତରେ ଯୋଗଦେବା ର କାର୍ଯ୍ୟକ୍ରମ ରହିଛି।

Continue Readingଆଜିଠାରୁ ରାଷ୍ଟ୍ରପତିଙ୍କ ୩ ଦିନିଆ ଓଡ଼ିଶା ଗସ୍ତ

ଆଇସିସି ଦିନିକିଆ ବିଶ୍ୱକପ: ଫାଇନାଲରେ ଯୋଗଦେବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ଆଇସିସି ଦିନିକିଆ ବିଶ୍ୱକପ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ  ଅଷ୍ଟ୍ରେଲିଆ।

Continue Readingଆଇସିସି ଦିନିକିଆ ବିଶ୍ୱକପ: ଫାଇନାଲରେ ଯୋଗଦେବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

କ୍ରିକେଟ ବିଶ୍ୱକପ: ନ୍ୟୁଜଲ୍ୟାଣ୍ଡକୁ ପଛରେ ପକାଇ ଫାଇନାଲ୍ ରେ ପହଞ୍ଚିଲା ଭାରତ 

  • Post category:କ୍ରୀଡା
  • Reading time:1 mins read

ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ସେମିଫାଇନାଲ ମ୍ୟାଚରେ ବିଜୟ ହାସଲ କରିଛି ଭାରତ | ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

Continue Readingକ୍ରିକେଟ ବିଶ୍ୱକପ: ନ୍ୟୁଜଲ୍ୟାଣ୍ଡକୁ ପଛରେ ପକାଇ ଫାଇନାଲ୍ ରେ ପହଞ୍ଚିଲା ଭାରତ 

କେଉଁ ଦଳ ପ୍ରବେଶ କରିବ ସେମିଫାଇନାଲରେ? ଜାଣନ୍ତୁ…

  • Post category:କ୍ରୀଡା
  • Reading time:1 mins read

ଚଳିତ ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ତିନୋଟି ଦଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏଥିରେ ଭାରତ, ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆର ନାମ ସାମିଲ ଅଛି। ଏଥି ସହିତ ସେମିଫାଇନାଲରେ ଅବଶିଷ୍ଟ ଗୋଟିଏ ସ୍ଥାନ ପାଇଁ ତିନି ଦଳ ମଧ୍ୟରେ ଲଢେଇ ଚାଲିଛି। ନ୍ୟୁଜିଲାଣ୍ଡ, ପାକିସ୍ଥାନ ଏବଂ ଆଫଗାନିସ୍ତାନ ଏହି ଗୋଟିଏ ସ୍ଥାନ ପାଇଁ ଦୌଡ଼ରେ ଅଛନ୍ତି। ଏହି ତାଲିକାର ପ୍ରଥମ ମ୍ୟାଚ ଆଜି ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଯଦି ନ୍ୟୁଜିଲାଣ୍ଡ ଏହି ମ୍ୟାଚରେ ଶ୍ରୀଲଙ୍କାକୁ ଏକ ବଡ଼ ବ୍ୟବଧାନରେ ପରାସ୍ତ କରିବ, ତେବେ ବୋଧହୁଏ ଏହା ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବ।

Continue Readingକେଉଁ ଦଳ ପ୍ରବେଶ କରିବ ସେମିଫାଇନାଲରେ? ଜାଣନ୍ତୁ…

ଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ରହିଲେ ଲୋକସଭା ନିର୍ବାଚନ ଲଢ଼ିବି; କଙ୍ଗନା ରଣାୱତ୍‌ 

କଙ୍ଗନା ରଣାୱତ୍‌ ହେବେ ଆସନ୍ତା ଲୋକସଭା ନିର୍ବାଚନରେ ପ୍ରାର୍ଥୀ। ତେବେ ଭଗବାନ୍‌ କୃଷ୍ଣଙ୍କ ଆଶୀର୍ବାଦ ମିଳିଲେ ତାଙ୍କର ଏହି ଇଚ୍ଛା ପୂରଣ ହେବ ବୋଲି ସେ ଗୁଜରାଟର ଦ୍ଵାରକା ଗସ୍ତ ବେଳେ ଗଣମାଧ୍ୟମ ସାମ୍ନାରେ ମନ୍ତବ୍ୟ ରଖିଛନ୍ତି। ତେବେ କଙ୍ଗନା କେଉଁ ଦଳରୁ, କେଉଁ ଆସନରୁ ନିର୍ବାଚନ ଲଢ଼ିବେ ସେନେଇ କିଛି ସଂକେତ ଦେଇ ନାହାନ୍ତି। ତେବେ ନିର୍ବାଚନ ଲଢ଼ିବା ନେଇ କଙ୍ଗନା ସଂକେତ ଦେବା ପରେ ଚର୍ଚ୍ଚା ହେଉଛି ବିଜେପି ଟିକେଟରେ କଙ୍ଗନା ଲଢ଼ି ପାରନ୍ତି ନିର୍ବାଚନ।

Continue Readingଶ୍ରୀକୃଷ୍ଣଙ୍କ ଆଶୀର୍ବାଦ ରହିଲେ ଲୋକସଭା ନିର୍ବାଚନ ଲଢ଼ିବି; କଙ୍ଗନା ରଣାୱତ୍‌ 

ସ୍କୁଲ ପାଠ୍ୟକ୍ରମରେ ଯୋଡ଼ାଯିବା ନିର୍ବାଚନୀ ପାଠ: EC ଏବଂ MoUର ସ୍ବାକ୍ଷର

ବର୍ତମାନ ବିଦ୍ୟାଳୟସ୍ତରରେ ପିଲାମାନଙ୍କୁ ପଢ଼ାଯିବ ନିର୍ବାଚନୀ ପାଠ। ଏନେଇ ନିର୍ବାଚନ କମିଶନ (ଇସି) ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ଏମ୍‌ଓୟୁ ଅନୁଯାୟୀ ସବୁ ସ୍କୁଲ୍‌ର ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କ ପାଠ୍ୟକ୍ରମରେ ସମନ୍ବିତ ଭୋଟର ଶିକ୍ଷା ଏବଂ ନିର୍ବାଚନୀ ସାକ୍ଷରତା ସାମିଲ କରାଯିବ। 

Continue Readingସ୍କୁଲ ପାଠ୍ୟକ୍ରମରେ ଯୋଡ଼ାଯିବା ନିର୍ବାଚନୀ ପାଠ: EC ଏବଂ MoUର ସ୍ବାକ୍ଷର