ଏଣିକି ସ୍କୁଲରେ ପଢ଼ାଯିବ ରାମାୟଣ, ମହାଭାରତ

ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଆରଟି) ର ଉଚ୍ଚସ୍ତରୀୟ କମିଟି ରାମାୟଣ ଏବଂ ମହାଭାରତକୁ ବିଦ୍ୟାଳୟ ପାଠ୍ୟ ପୁସ୍ତକରେ ଶିକ୍ଷା ଦେବାକୁ ପରାମର୍ଶ ଦେଇଛି।

Continue Readingଏଣିକି ସ୍କୁଲରେ ପଢ଼ାଯିବ ରାମାୟଣ, ମହାଭାରତ

ଜାଣନ୍ତୁ, କାହିଁକି ପ୍ରଭୁ ଶ୍ରୀରାମ ନିଜ ହାତରେ ଭାଙ୍ଗିଥିଲେ ରାମ ସେତୁ?

ବାଲ୍ମୀକି ରଚିତ ରାମାୟଣରେ କୁହାଯାଇଛି ଯେ କିଭଳି ପ୍ରଭୁ ଶ୍ରୀରାମ ରାବଣକୁ ବଧ କରି ଲଙ୍କା ଜୟ କରିଥିଲେ ଏବଂ ବାନର ସେନାଙ୍କ ସହ ମିଶି ସେତୁବନ୍ଧ ନିର୍ମାଣ କରିଥିଲେl କିନ୍ତୁ ଏହି ବିଜୟ ପାଇଁ ତିଆରି ହୋଇଥିବା ରାମସେତୁ ବିଷୟରେ ଆଜିମଧ୍ୟ ଅନେକ କାହାଣୀ ପ୍ରଚଳିତ ହୋଇଛି l

Continue Readingଜାଣନ୍ତୁ, କାହିଁକି ପ୍ରଭୁ ଶ୍ରୀରାମ ନିଜ ହାତରେ ଭାଙ୍ଗିଥିଲେ ରାମ ସେତୁ?

ଜାଣନ୍ତୁ, ରାବଣ ଶ୍ରୀରାମଙ୍କୁ କାହିଁକି ଦେଇଥିଲା ବିଜୟୀ ହେବାର ଆଶୀର୍ବାଦ?

ରାମାୟଣ କଥା ଅନୁସାରେ ଭଗବାନ ଶ୍ରୀରାମ ରାବଣକୁ ବଦ୍ଧ କରି ମା’ ସୀତାଙ୍କୁ ଉଦ୍ଧାର କରିଥିଲେl କିନ୍ତୁ, ମାନ୍ୟତା ରହିଛି ଯେ ପ୍ରଭୁ ଶ୍ରୀରାମଙ୍କୁ ବିଜୟୀ ହେବାର ଆଶୀର୍ବାଦ ରାବଣ ଦେଇଥିଲେl ଧାର୍ମିକ ମାନ୍ୟତା ଅନୁସାରେ ରାବଣ ମହାଜ୍ଞାନୀ ଓ ମହାପଣ୍ଡିତ ଥିଲାl କିନ୍ତୁ ରାବଣକୁ ତାର ଜ୍ଞାନ ଓ ବିଦ୍ୟାର ଅହଂକାର ହୋଇଯାଇଥିଲାl ଏହି ଅହଂକାର ଦ୍ୱାରା ସେ ସମ୍ପୂର୍ଣ୍ଣ ଅନ୍ଧ ହୋଇଯାଇଥିଲାl ଏବଂ ପାପ ପରେ ପାପ କରି ଚାଲିଥିଲାl

Continue Readingଜାଣନ୍ତୁ, ରାବଣ ଶ୍ରୀରାମଙ୍କୁ କାହିଁକି ଦେଇଥିଲା ବିଜୟୀ ହେବାର ଆଶୀର୍ବାଦ?

ରାକ୍ଷସ କୂଳରେ ଜନ୍ମ ନେଇଥିଲା ରାବଣ: ଜାଣନ୍ତୁ କାହିଁକି ?

ବାଲ୍ମିକୀଙ୍କ ଲିଖିତ ରାମାୟଣ ଅନୁସାରେ ରାବଣ ରାକ୍ଷସ କୂଳରେ ଜନ୍ମ ନେଇଥିଲା ଏବଂ ସେ ଲଙ୍କାପତି ରାବଣ ଭାବରେ ମଧ୍ୟ ପ୍ରସିଦ୍ଧ ହୋଇଥିଲା l ନିଜର ଜ୍ଞାନ ଓ  ବଳର ଅହଂକାର କାରଣରୁ ସେ ସବୁକିଛି ଭୁଲି ଯାଉଥିଲା ରାବଣ l ତେବେ ରାବଣ ପୂର୍ବ ଜନ୍ମରେ ରାକ୍ଷସ ନ ଥିଲା ଏବଂ ସେ ଅଭିଶପ୍ତ ହୋଇ ରାକ୍ଷସ କୂଳରେ ଜନ୍ମ ହୋଇଥିଲା ବୋଲି ଉଲେଖ୍ୟ ଅଛି l 

Continue Readingରାକ୍ଷସ କୂଳରେ ଜନ୍ମ ନେଇଥିଲା ରାବଣ: ଜାଣନ୍ତୁ କାହିଁକି ?