ନୂଆଦିଲ୍ଲୀ, ଆଜି ଉଦ୍ଘାଟନ ହେବାକୁ ଥିବା ୪୫ ବ୍ରିଜର ଉଦ୍ଘାଟନକୁ ସ୍ଥଗିତ ରଖିଲେ କେନ୍ଦ୍ର ସରକାର । ପ୍ରକାଶ ଥାଉକି, ଆଜି ଉଦ୍ଘାଟନ ହେବାକୁ ଥିବା ଏହି ୪୫ ବ୍ରିଜ LOC LACରେ ସୈନ୍ୟ ପରିଚଳନା ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ । ଯାହାକି କେନ୍ଦ୍ର ରେଳରାଜ୍ୟ ମନ୍ତ୍ରୀଙ୍କ ଦେହାନ୍ତ କାରଣରୁ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ପାଇଁ ସ୍ଥଗିତ ହେଲା। ରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଥିଲା।
ଝଗଡ଼ା ହେବାରୁ ରାସ୍ତାରେ ପିଲାକୁ ଛାଡ଼ି ପଳାଇଲେ ମା ବାପା ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଟାର୍ଗେଟ କଲେ ଜୟନାରାୟଣବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ ପରେ ଟାର୍ଗେଟ କଲେ ଜୟନାରାୟଣପୋଷା କୁକୁରଙ୍କ ପାଇଁ ଆଇନ ଆଣିବ ବିଏମସିଭୂମିକମ୍ପରେ ଥରିଲା ୩ ଦେଶହୋର୍ଡିଂ ଉପରୁ ୨ ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକପୁରୀରେ ମମତା ବାନାର୍ଜୀଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନବିଧାନସଭାରେ ହଟ୍ଟଗୋଳଗୃହରେ ଜଙ୍ଗଲ ନିଆଁ