କେଶ କଳା କରିବାର ପ୍ରଶାଳୀ…

ପରିବର୍ତିତ ଜୀବନଶୈଳୀ ଯୋଗୁ ବର୍ତ୍ତମାନ ଅଳ୍ପ ବୟସରୁ ଅନେକଙ୍କର କେଶ ପାଚି ଯାଉଛି ।। ଯାହାକୁ ଲୁଚାଇବା ପାଇଁ କଲର ଓ ଡାଇର ବ୍ୟବହାର କରାଯାଉଛି। ହେଲେ ଏଭଳି ରଙ୍ଗରେ ଥିବା କେମିକାଲ୍ସ କେଶ ଝଡ଼ିବାର କାରଣ ହେଉଛି ।ପ୍ରତିଦିନ ଅଁଳା…

Continue Readingକେଶ କଳା କରିବାର ପ୍ରଶାଳୀ…

ANS SUPERFAST 2@10

୧. ରାଜ୍ୟରେ କରୋନା ନେଲା ଆଉ ୧୩ ଜୀବନ ।୨. ଗ୍ରାମ୍ୟ ଓ କୋଠାବାଡୀ ଡିଭିଜନର ସହକାରୀ ଯନ୍ତ୍ରୀଙ୍କ ଘର ସମେତ ପାଞ୍ଚଟି ଜାଗାରେ ଚଢ଼ାଉ କଲା ଭିଜିଲାନ୍ସ ।୩. କରୋନା ଚିକିତ୍ସାରୁ ବାଦ ପଡିପାରେ ପ୍ଳାଜମା ଥେରାପି ।୪. ସାଧାରଣ…

Continue ReadingANS SUPERFAST 2@10

ବୟସ ୯୦ପାର କିନ୍ତୁ ଘରକୁ ଘର ବୁଲି କରୁଛନ୍ତି ପ୍ରଚାର

ବାଲେଶ୍ୱର, ରାଜ୍ୟରେ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ପ୍ରଚାର ଯୋର୍ ଧରିଛି । ସବୁ ଦଳ ନିଜ ନିଜର ପ୍ରଚାର ପ୍ରସାରରେ ମାତିଛନ୍ତି । ଏହାରି ମଧ୍ୟରେ ଏକ ଆଗ୍ରହଜନକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଉପନିର୍ବାଚନ ମଣ୍ଡଳୀରେ ।…

Continue Readingବୟସ ୯୦ପାର କିନ୍ତୁ ଘରକୁ ଘର ବୁଲି କରୁଛନ୍ତି ପ୍ରଚାର

ରାଜଧାନୀରୁ ଜଣଙ୍କୁ ଉଠାଇନେଲା ନାସନାଲ ଇଭେଷ୍ଟିଗେସନ୍ ଏଜେନ୍ସି

ଭୁବନେଶ୍ୱର, ଆଜି ରାଜଧାନୀରୁ ଜଣଙ୍କୁ ଉଠାଇ ନେଇଛି ନାସନାଲ ଇଭେଷ୍ଟିଗେସନ୍ ଏଜେନ୍ସି । ତାଙ୍କୁ ଉଠାଇ ନେଇ ଅଜ୍ଞାତ ସ୍ଥାନରେ ପଚାରଉଚୁରା କରୁଥିବା ଜାଣିବାକୁ ମିଳିଛି । ତେବେ ଏ ପର୍ଯ୍ୟନ୍ତ କୌଣସି କାରଣ ସ୍ପଷ୍ଟ ହୋଇନଥିବାବେଳେ, ସେହି ବ୍ୟକ୍ତିଙ୍କ ପରିଚୟ…

Continue Readingରାଜଧାନୀରୁ ଜଣଙ୍କୁ ଉଠାଇନେଲା ନାସନାଲ ଇଭେଷ୍ଟିଗେସନ୍ ଏଜେନ୍ସି

ଜୀବନଶୈଳୀରେ କେତେ ପ୍ରଭାବ ପକାଏ ମ୍ୟୁଜିକ ଥେରାପି…?

ଅଶାନ୍ତ ମନ ଓ ଭାରାକ୍ରାନ୍ତ ମନକୁ ଶାନ୍ତ କରିବା ପାଇଁ ଅନେକ ଲୋକ ସଙ୍ଗୀତ ଶୁଣିବାକୁ ପସନ୍ଦ କରିଥାନ୍ତି । ଦ୍ରୁତ ସଙ୍ଗୀତ ହୃଦ୍ ସ୍ପନ୍ଦନ, ନିଶ୍ୱାସ, ରକ୍ତଚାପକୁ ବଢ଼ାଇପାରେ, ଏବଂ ସ୍ଳୋ ମ୍ୟୁଜିକ ଶୁଣିବା ଦ୍ୱାରା ଏହାର ବିପରୀତ ପ୍ରଭାବ…

Continue Readingଜୀବନଶୈଳୀରେ କେତେ ପ୍ରଭାବ ପକାଏ ମ୍ୟୁଜିକ ଥେରାପି…?

ପୋଲିସ ଇନଫର୍ମର ସନ୍ଦେହରରେ ମାଓବାଦୀ କାଟିଲେ ଗଳା

ମାଲକାନଗିରି, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ମାଓବାଦୀମାନେ ଘଟାଇଛନ୍ତି ଅଘଟଣ । ଗତକାଲି ବିଳମ୍ବିତ ରାତିରେ ପାଖାପାଖି ୩୦ରୁ ଉର୍ଦ୍ଧ୍ୱ ମାଓବାଦୀ ଗାଁରେ ପଶି ୩ବ୍ୟକ୍ତିଙ୍କୁ ନିର୍ଦ୍ଧୁମ ଛେଚିଥିଲେ । ପରେ ସେମାନଙ୍କ ମଧ୍ୟରୁ ଜଣଙ୍କର ଗଳା କାଟି ହତ୍ୟା କରିଥିଲେ…

Continue Readingପୋଲିସ ଇନଫର୍ମର ସନ୍ଦେହରରେ ମାଓବାଦୀ କାଟିଲେ ଗଳା

ରାଜ୍ୟରେ ଆଜି କରୋନା ନେଲା ୧୩ ଜୀବନ

ଭୁବନେଶ୍ୱର, ରାଜ୍ୟରେ ଆଜି ଆଉ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧୮୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।…

Continue Readingରାଜ୍ୟରେ ଆଜି କରୋନା ନେଲା ୧୩ ଜୀବନ

ଦିଲ୍ଲୀ କ୍ୟାପିଟାଲସକୁ ହରାଇଲା ପଞ୍ଜାବ

  • Post category:କ୍ରୀଡା
  • Reading time:1 mins read

ଆଇପିଏଲ ୨୦୨୦ର ୩୮ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସକୁ ପରାସ୍ତ କରି ବିଜୟ ହାସଲ କରିଛି । ଦିଲ୍ଲୀ କ୍ୟାପିଟାଲସ ଟସ ଜିତି ବୋଲିଂ କରିବା ପାଇଁ ଚୟନ କରିଥିଲେ । ଦିଲ୍ଲୀ କ୍ୟାପିଟାଲସ ୨୦ଓଭର ଏବଂ ୫ ୱିକେଟରେ ୧୬୪ ରନ…

Continue Readingଦିଲ୍ଲୀ କ୍ୟାପିଟାଲସକୁ ହରାଇଲା ପଞ୍ଜାବ

୩୦ ଜିଲ୍ଲାରୁ ୧୯୩୧ ପଜିଟିଭ ଚିହ୍ନଟ

ଭୁବନେଶ୍ୱର, ରାଜ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୧୯୩୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୧୨୦ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୮୧୧ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ…

Continue Reading୩୦ ଜିଲ୍ଲାରୁ ୧୯୩୧ ପଜିଟିଭ ଚିହ୍ନଟ

ଉପନିର୍ବାଚନ ପାଇଁ ୨୨ରୁ କଂଗ୍ରେସ ଆରମ୍ଭ କରିବ ପ୍ରଚାର

ଭୁବନେଶ୍ବର, ଆସନ୍ତା ୨୨ରୁ ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ କଂଗ୍ରେସ ତା’ର ପ୍ରଚାର ଆରମ୍ଭ କରିବ । ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ.ଚେଲ୍ଲାକୁମାର ପ୍ରଚାର ଅଭିଯାନରେ ଯୋଗ ଦେବେ। ଶ୍ରୀ ଚେଲ୍ଲାକୁମାର ୪ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ…

Continue Readingଉପନିର୍ବାଚନ ପାଇଁ ୨୨ରୁ କଂଗ୍ରେସ ଆରମ୍ଭ କରିବ ପ୍ରଚାର