ପ୍ରତୀକ୍ଷାରେ ରହିଲା ୧୨ ବର୍ଷର ସ୍ବପ୍ନ

  • Post category:କ୍ରୀଡା
  • Reading time:1 mins read

ଟିମ୍ ଇଣ୍ଡିଆର ୧୨ ବର୍ଷର ‘ବିଶ୍ଵ ମୁକୁଟ ପ୍ରତୀକ୍ଷା’ ପ୍ରତୀକ୍ଷାରେ ରହିଯାଇଛି। ଲିଗ୍ ପର୍ଯ୍ୟାୟରେ ଟପ୍ପର୍ ହେବା ଓ ଅପରାଜେୟ ରହିବା ସତ୍ତ୍ଵେ ଚୂଡ଼ାନ୍ତ ମୁକାବିଲାରେ ଅଷ୍ଟ୍ରେଲିଆର ଆହ୍ଵାନକୁ ପ୍ରତିହତ କରିବାରେ ବିଫଳ ହୋଇଛି ରୋହିତ ସେନା।

Continue Readingପ୍ରତୀକ୍ଷାରେ ରହିଲା ୧୨ ବର୍ଷର ସ୍ବପ୍ନ

ଆସନ୍ତାକାଲି ବିଶ୍ୱକପ ଫାଇନାଲ, ଅହମ୍ମଦାବାଦରେ ବଢିବାରେ ଲାଗିଛି ହୋଟେଲ୍ ଦାମ୍

ଆସନ୍ତାକାଲି ଅହମ୍ମଦାବାଦରେ ଖେଳାଯିବ ବିଶ୍ବକପ ଫାଇନାଲ। ଦୀର୍ଘ ୧୨ ବର୍ଷ ପରେ ପୁଣିଥରେ ଭାରତ ବିଶ୍ବକପ ଫାଇନାଲ ଖେଳିବାକୁ ଯାଉଥିବା ବେଳେ ୨୦ ବର୍ଷ ପରେ ପୁଣିଥରେ ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ। ଯାହା ଉପରେ ପୂରା ବିଶ୍ବର ନଜର ରହିବ।

Continue Readingଆସନ୍ତାକାଲି ବିଶ୍ୱକପ ଫାଇନାଲ, ଅହମ୍ମଦାବାଦରେ ବଢିବାରେ ଲାଗିଛି ହୋଟେଲ୍ ଦାମ୍

ବିଶ୍ୱକପ ଫାଇନାଲ ମ୍ୟାଚ୍ ପାଇଁ ବଢିଲା ବିମାନ ଟିକେଟ୍ ଭଡା, ଜାଣନ୍ତୁ କେତେ ରହିଛି ଦାମ୍ ?

ବିଶ୍ୱକପ ଫାଇନାଲ ମ୍ୟାଚ୍ ପାଇଁ ବଢିଲା ବିମାନ ଯାତ୍ରାର ଟିକେଟ୍ ଭଡା। ସୂଚନା ଅନୁଯାୟୀ ଯେଉଁ ୱାନ ୱେ ଟିକେଟର ଦାମ ୫ ହଜାର ଟଙ୍କା ଥିଲା ତାହା ଏବେ ୩୦ ହଜାର ଟଙ୍କା ହୋଇଛି।

Continue Readingବିଶ୍ୱକପ ଫାଇନାଲ ମ୍ୟାଚ୍ ପାଇଁ ବଢିଲା ବିମାନ ଟିକେଟ୍ ଭଡା, ଜାଣନ୍ତୁ କେତେ ରହିଛି ଦାମ୍ ?

ଆଇସିସି ଦିନିକିଆ ବିଶ୍ୱକପ: ଫାଇନାଲରେ ଯୋଗଦେବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ଆଇସିସି ଦିନିକିଆ ବିଶ୍ୱକପ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ  ଅଷ୍ଟ୍ରେଲିଆ।

Continue Readingଆଇସିସି ଦିନିକିଆ ବିଶ୍ୱକପ: ଫାଇନାଲରେ ଯୋଗଦେବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ଦ୍ୱିତୀୟ ସେମିଫାଇନାଲ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହେଲେ କାହା ସହ ଫାଇନାଲ ଖେଳିବ ଟିମ୍‌ ଇଣ୍ଡିଆ? ଜାଣନ୍ତୁ, କ’ଣ ରହିଛି ନିୟମ…

  • Post category:କ୍ରୀଡା
  • Reading time:1 mins read

ଆଇସିସି ଦିନିକିଆ ବିଶ୍ୱକପ୍‌ ୨୦୨୩ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଚତୁର୍ଥ ଥର ଲାଗି ଭାରତ ଫାଇନାଲରେ ପ୍ରବେଶ କରିଛି। ବିରୋଧୀ ଟିମ୍‌ ସମ୍ମୁଖରେ ୩୯୮ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ହେଲେ ମହମ୍ମଦ ଶାମିଙ୍କ ଜବରଦସ୍ତ ବୋଲିଂ ଯୋଗୁ ଦଳ ୩୨୭ରନ୍‌ରେ ସୀମିତ ରହିଥିଲା। 

Continue Readingଦ୍ୱିତୀୟ ସେମିଫାଇନାଲ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହେଲେ କାହା ସହ ଫାଇନାଲ ଖେଳିବ ଟିମ୍‌ ଇଣ୍ଡିଆ? ଜାଣନ୍ତୁ, କ’ଣ ରହିଛି ନିୟମ…

କ୍ରିକେଟ ବିଶ୍ୱକପ: ନ୍ୟୁଜଲ୍ୟାଣ୍ଡକୁ ପଛରେ ପକାଇ ଫାଇନାଲ୍ ରେ ପହଞ୍ଚିଲା ଭାରତ 

  • Post category:କ୍ରୀଡା
  • Reading time:1 mins read

ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ସେମିଫାଇନାଲ ମ୍ୟାଚରେ ବିଜୟ ହାସଲ କରିଛି ଭାରତ | ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।

Continue Readingକ୍ରିକେଟ ବିଶ୍ୱକପ: ନ୍ୟୁଜଲ୍ୟାଣ୍ଡକୁ ପଛରେ ପକାଇ ଫାଇନାଲ୍ ରେ ପହଞ୍ଚିଲା ଭାରତ 

ଆଜି ବିଶ୍ୱକପ୍ ପ୍ରଥମ ସେମିଫାଇନାଲ; ଟକ୍କର ଦେବେ ଭାରତ- ନ୍ୟୁଜିଲାଣ୍ଡ 

  • Post category:କ୍ରୀଡା
  • Reading time:1 mins read

୧୩ତମ ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯିବ। ୧୦ ବର୍ଷ ଧରି ଆଇସିସି ଟ୍ରଫି ଜିତି ନ ଥିବା ଭାରତ ଏଥର ସୁଯୋଗ ହାତଛଡା କରିବା ଲକ୍ଷ୍ୟରେ ନ ଥିବା ଚର୍ଚ୍ଚା ହେଉଛି। ତେବେ ଭାରତ ବର୍ତ୍ତମାନ ସୁଦ୍ଧା ବିଶ୍ୱକପ୍‌ର ଚଳିତ ସଂସ୍କରଣରେ ଅପରାଜେୟ ରହିଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ୪ଟି ମ୍ୟାଚ୍‌ରେ ପରାଜିତ ହୋଇଥିବା ବେଳେ ୫ଟି ଜିତିଛି।

Continue Readingଆଜି ବିଶ୍ୱକପ୍ ପ୍ରଥମ ସେମିଫାଇନାଲ; ଟକ୍କର ଦେବେ ଭାରତ- ନ୍ୟୁଜିଲାଣ୍ଡ 

ଆଜି ରାତି ୮ଟାରୁ ମିଳିବ ବିଶ୍ୱକପ ସେମି ଓ ଫାଇନାଲ ଟିକେଟ୍ 

ଆଜି ରାତିରୁ ବିକ୍ରି ହେବ ସେମିଫାଇନାଲ ଏବଂ ଫାଇନାଲ ସମେତ ବିଶ୍ୱକପ ନକ୍ ଆଉଟ୍ ଖେଳ ପାଇଁ ଏକ ଅନ୍ତିମ ସେଟ୍ ଟିକେଟ୍। ପ୍ରଥମ ସେମିଫାଇନାଲ ନଭେମ୍ବର ୧୫ରେ ମୁମ୍ବାଇରେ ଏବଂ ଦ୍ୱିତୀୟ ନଭେମ୍ବର ୧୬ରେ କୋଲକାତାରେ ଖେଳାଯିବ। ସେହିପରି ଫାଇନାଲ ନଭେମ୍ବର ୧୯ରେ ଅହମ୍ମଦାବାଦରେ ଅନୁଷ୍ଠିତ ହେବ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ସେମି ଓ ଫାଇନାଲ ମ୍ୟାଚ ପାଇଁ ଅଫିସିଆଲ୍ ୱେବସାଇଟରେ ‘ticket.cricketworldcup.com’  ରେ ଆଜି ରାତି ୮ଟାରୁ ବିକ୍ରି ଟିକେଟ ହେବ। 

Continue Readingଆଜି ରାତି ୮ଟାରୁ ମିଳିବ ବିଶ୍ୱକପ ସେମି ଓ ଫାଇନାଲ ଟିକେଟ୍ 

କେଉଁ ଦଳ ପ୍ରବେଶ କରିବ ସେମିଫାଇନାଲରେ? ଜାଣନ୍ତୁ…

  • Post category:କ୍ରୀଡା
  • Reading time:1 mins read

ଚଳିତ ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ତିନୋଟି ଦଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଏଥିରେ ଭାରତ, ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆର ନାମ ସାମିଲ ଅଛି। ଏଥି ସହିତ ସେମିଫାଇନାଲରେ ଅବଶିଷ୍ଟ ଗୋଟିଏ ସ୍ଥାନ ପାଇଁ ତିନି ଦଳ ମଧ୍ୟରେ ଲଢେଇ ଚାଲିଛି। ନ୍ୟୁଜିଲାଣ୍ଡ, ପାକିସ୍ଥାନ ଏବଂ ଆଫଗାନିସ୍ତାନ ଏହି ଗୋଟିଏ ସ୍ଥାନ ପାଇଁ ଦୌଡ଼ରେ ଅଛନ୍ତି। ଏହି ତାଲିକାର ପ୍ରଥମ ମ୍ୟାଚ ଆଜି ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଯଦି ନ୍ୟୁଜିଲାଣ୍ଡ ଏହି ମ୍ୟାଚରେ ଶ୍ରୀଲଙ୍କାକୁ ଏକ ବଡ଼ ବ୍ୟବଧାନରେ ପରାସ୍ତ କରିବ, ତେବେ ବୋଧହୁଏ ଏହା ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବ।

Continue Readingକେଉଁ ଦଳ ପ୍ରବେଶ କରିବ ସେମିଫାଇନାଲରେ? ଜାଣନ୍ତୁ…

ନେଦରଲ୍ୟାଣ୍ଡ ବାନାମ ଇଂଲଣ୍ଡ: କେଉଁ ଦଳ ହାତେଇବ ଚାମ୍ପିଅନ୍ସ ଟ୍ରଫି?

  • Post category:କ୍ରୀଡା
  • Reading time:1 mins read

ଦିନିକିଆ ଆଇସିସି ବିଶ୍ୱକପରେ ଆଜି ଇଂଲଣ୍ଡ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ଖେଳାଯିବ। ପୁଣେ ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଏହି ଦୁଇ ଦଳ ପରସ୍ପରକୁ ସାମ୍ନା କରିବେ। ୭ଟି ମ୍ୟାଚ ମଧ୍ୟରୁ ୬ଟି ହାରିଯିବା ପରେ ଇଂଲଣ୍ଡ ଦଳ ପଏଣ୍ଟ ଟେବୁଲରେ ଶେଷ ସ୍ଥାନରେ ରହିଛି। ଏଭଳି ପରିସ୍ଥିତିରେ ଇଂଲଣ୍ଡ ଦଳ ନେଦରଲ୍ୟାଣ୍ଡ ବିପକ୍ଷରେ ବିଜୟ ପଞ୍ଜିକରଣ କରି କିଛି ସକାରାତ୍ମକ ନେଇ ଘରକୁ ଫେରିବାକୁ ଚାହିଁବ।

Continue Readingନେଦରଲ୍ୟାଣ୍ଡ ବାନାମ ଇଂଲଣ୍ଡ: କେଉଁ ଦଳ ହାତେଇବ ଚାମ୍ପିଅନ୍ସ ଟ୍ରଫି?