ସୋମବାର ଦିନ କରନ୍ତୁ ନାହିଁ ଏହିସବୁ କାମ, ସାମ୍ନା କରିବାକୁ ପଡ଼ିପାରେ ଅନେକ ସମସ୍ୟା

ଜ୍ୟୋତିଷ ଶାସ୍ତ୍ରରେ, ସୋମବାରକୁ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଇଛି । ଏହି ଦିନଟି ଭଗବାନ ଶଙ୍କରଙ୍କ ପାଇଁ ସମର୍ପିତ । ବିଶ୍ବାସ ରହିଛି ଯେ, ସୋମବାର ଦିନ ନିଷ୍ଠାର ସହ ମହାଦେବଙ୍କୁ ପୂଜା କଲେ ସମସ୍ତ ମନୋକାମନା ପୂରଣ ହେବା ସହ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହୋଇଥାଏ ।

Continue Readingସୋମବାର ଦିନ କରନ୍ତୁ ନାହିଁ ଏହିସବୁ କାମ, ସାମ୍ନା କରିବାକୁ ପଡ଼ିପାରେ ଅନେକ ସମସ୍ୟା

ଜାଣନ୍ତୁ, କାହିଁକି ପ୍ରଭୁ ଶ୍ରୀରାମ ନିଜ ହାତରେ ଭାଙ୍ଗିଥିଲେ ରାମ ସେତୁ?

ବାଲ୍ମୀକି ରଚିତ ରାମାୟଣରେ କୁହାଯାଇଛି ଯେ କିଭଳି ପ୍ରଭୁ ଶ୍ରୀରାମ ରାବଣକୁ ବଧ କରି ଲଙ୍କା ଜୟ କରିଥିଲେ ଏବଂ ବାନର ସେନାଙ୍କ ସହ ମିଶି ସେତୁବନ୍ଧ ନିର୍ମାଣ କରିଥିଲେl କିନ୍ତୁ ଏହି ବିଜୟ ପାଇଁ ତିଆରି ହୋଇଥିବା ରାମସେତୁ ବିଷୟରେ ଆଜିମଧ୍ୟ ଅନେକ କାହାଣୀ ପ୍ରଚଳିତ ହୋଇଛି l

Continue Readingଜାଣନ୍ତୁ, କାହିଁକି ପ୍ରଭୁ ଶ୍ରୀରାମ ନିଜ ହାତରେ ଭାଙ୍ଗିଥିଲେ ରାମ ସେତୁ?

ରାକ୍ଷସ କୂଳରେ ଜନ୍ମ ନେଇଥିଲା ରାବଣ: ଜାଣନ୍ତୁ କାହିଁକି ?

ବାଲ୍ମିକୀଙ୍କ ଲିଖିତ ରାମାୟଣ ଅନୁସାରେ ରାବଣ ରାକ୍ଷସ କୂଳରେ ଜନ୍ମ ନେଇଥିଲା ଏବଂ ସେ ଲଙ୍କାପତି ରାବଣ ଭାବରେ ମଧ୍ୟ ପ୍ରସିଦ୍ଧ ହୋଇଥିଲା l ନିଜର ଜ୍ଞାନ ଓ  ବଳର ଅହଂକାର କାରଣରୁ ସେ ସବୁକିଛି ଭୁଲି ଯାଉଥିଲା ରାବଣ l ତେବେ ରାବଣ ପୂର୍ବ ଜନ୍ମରେ ରାକ୍ଷସ ନ ଥିଲା ଏବଂ ସେ ଅଭିଶପ୍ତ ହୋଇ ରାକ୍ଷସ କୂଳରେ ଜନ୍ମ ହୋଇଥିଲା ବୋଲି ଉଲେଖ୍ୟ ଅଛି l 

Continue Readingରାକ୍ଷସ କୂଳରେ ଜନ୍ମ ନେଇଥିଲା ରାବଣ: ଜାଣନ୍ତୁ କାହିଁକି ?

ବିଶ୍ୱ ପ୍ରସିଦ୍ଧ ବାଙ୍କି ବିହାରୀ ମନ୍ଦିର, ଜାଣନ୍ତୁ କଣ ରହିଛି ଏହା ପଛର ରହସ୍ୟ?

ଯିଏ ଏଠାରେ ବାଙ୍କ ବିହାରୀଙ୍କୁ ଦର୍ଶନ କରି ପୂଜା କରିଥାଏ ତାଙ୍କ ଜୀବନରେ  ସଫଳତା ଲାଭ ହୋଇଥାଏ| ବିଶ୍ୱାସ କରାଯାଏ,ଏଠାରେ ଥିବା ମନ୍ଦିରଗୁଡ଼ିକ ମଧ୍ୟରେ ବାଙ୍କ ବିହାରୀ ମନ୍ଦିର ସବୁଠାରୁ ଲୋକପ୍ରିୟ ମନ୍ଦିର|

Continue Readingବିଶ୍ୱ ପ୍ରସିଦ୍ଧ ବାଙ୍କି ବିହାରୀ ମନ୍ଦିର, ଜାଣନ୍ତୁ କଣ ରହିଛି ଏହା ପଛର ରହସ୍ୟ?