ଆଜି ୩୪୯୦ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୪୯୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୦୯୪ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୩୯୬ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୩୧,୩୮୨…

Continue Readingଆଜି ୩୪୯୦ ପଜିଟିଭ୍ ଚିହ୍ନଟ

ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିଲା ପ୍ଲାନେଟ ଡେଭଲପ୍‌ମେଣ୍ଟ ଫାଉଣ୍ଡେସନ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ପୁରୀ ଜିଲ୍ଲା କଣାସ ବ୍ଲକରେ ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଛି ପ୍ଲାନେଟ ଡେଭଲପ୍‌ମେଣ୍ଟ ଫାଉଣ୍ଡେସନ । କିଛି ଦିନ ତଳେ ରାଜ୍ୟରେ ଲଘୁଚାପ ବର୍ଷା ହେବା କାରଣରୁ ଅନେକ ଅଞ୍ଚଳ ଆଜିବି ପାଣିଘେରରେ ରହିଛି । ବନ୍ୟାର ପ୍ରଭାବରେ…

Continue Readingବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିଲା ପ୍ଲାନେଟ ଡେଭଲପ୍‌ମେଣ୍ଟ ଫାଉଣ୍ଡେସନ

ସୁସ୍ଥ ଜୀବନ ପାଇଁ ଏସବୁ ଆପଣାନ୍ତୁ…

ସୁସ୍ଥ ଓ ସୁନ୍ଦର ଜୀବନ ଅତିବାହିତ କରିବା ପାଇଁ ମଣିଷ ବହୁତ କିଛି କରିଥାଏ । ମୁଖ୍ୟତଃ ମଣିଷ ନିଜକୁ ସୁସ୍ଥ ରଖିବାକୁ ହେଲେ ନିଜର ଖାଦ୍ୟ ପେୟ ଉପରେ ବେଶି ଧ୍ୟାନ ଦେଇଥାଏ । ଆସନ୍ତୁ ଏପରି କିଛି ଉପାଦାନ…

Continue Readingସୁସ୍ଥ ଜୀବନ ପାଇଁ ଏସବୁ ଆପଣାନ୍ତୁ…

ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ କରୋନା

ଭୁବନେଶ୍ୱର, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ କରୋନା ହୋଇଥିବା ସୂଚନା ମିଳିଛି । କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଗତ ସାତ ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ସଙ୍ଗରୋଧରେ…

Continue Readingପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ କରୋନା

ପରଲୋକରେ ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁ

ଭୁବନେଶ୍ୱର, ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କର ଆଜି ପରଲୋକ ଘଟିଛି । ଚିକିତ୍ସାଧୀନ ଅବସ୍ଥାରେ ୮୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ନରେନ୍ଦ୍ର ସ୍ୱାଇଁଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Continue Readingପରଲୋକରେ ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁ

୧୭୧ ଖଣ୍ଡ ହୀରା ଜବତ, ବ୍ୟବସାୟୀ ଗିରଫ

ହୀରା ଚୋରା ଚାଲାଣ ଅଭିଯୋଗରେ ଛତିଶଗଡ଼ ଗରିଆବନ୍ଧ ପୋଲିସ୍ ଓଡ଼ିଶାର ନୂଆପଡା ଜିଲ୍ଲା ସିନାପାଲି ଅଞ୍ଚଳର ଜଣେ ହୀରା ବ୍ୟବସାୟୀଙ୍କୁ ଗିରଫ କରିଛି। ତାଙ୍କ ନାଁ ନୂତନ ପଟେଲ। ନୂତନଙ୍କ ନିକଟରୁ ୧୭୧ ଖଣ୍ଡ ହୀରା ଜବତ କରିଛି ପୋଲିସ ।…

Continue Reading୧୭୧ ଖଣ୍ଡ ହୀରା ଜବତ, ବ୍ୟବସାୟୀ ଗିରଫ

ମାଲକାନଗିରିରେ ଆରମ୍ଭ ହେଲା ମୋବାଇଲ ସେବା

ମାଲକାନଗିରି, ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହୋଇଛି ମୋବାଇଲ ସେବା । ହନ୍ତାଗୁଡ଼ା, ଟିକିଲିପଦର, ଜନ୍ତାସାହି ଓ ବାର୍ଲାବେଡ଼ା ଅଞ୍ଚଳରେ ଏହି ସେବା ଆରମ୍ଭ ହୋଇଛି । ଏକ ଘରୋଇ କମ୍ପାନୀ ଏହି ସେବା ଯୋଗାଇ ଦେଇଛି । ପ୍ରାୟତଃ ଏହି ଅଞ୍ଚଳର…

Continue Readingମାଲକାନଗିରିରେ ଆରମ୍ଭ ହେଲା ମୋବାଇଲ ସେବା

ପୁଣିଥରେ ଦିଲ୍ଲୀରେ ଗଡ଼ିଲା ମେଟ୍ରୋ

ନୂଆଦିଲ୍ଲୀ, ଦୀର୍ଘ ୧୬୯ଦିନର ବ୍ୟବଧାନ ପରେ ଦିଲ୍ଲୀରେ ଚଳପ୍ରଚଳ ହେଲା ମେଟ୍ରୋ ଟେନ । କରୋନା ମହାମାରୀ ସମସ୍ତଙ୍କୁ ବିଚଳିତ କରି ରଖିଛି । ପୃଥିବୀରେ କରୋନା ସଂକ୍ରମଣରେ ଭାରତର ସ୍ଥାନ ଦ୍ୱିତୀୟରେ ରହିଛି । କିନ୍ତୁ ଅର୍ଥବ୍ୟବସ୍ଥାକୁ ଦେଖି ଏବେ…

Continue Readingପୁଣିଥରେ ଦିଲ୍ଲୀରେ ଗଡ଼ିଲା ମେଟ୍ରୋ

ଆଜିଠୁ ଆରମ୍ଭ କୋଭାକ୍ସିନର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ

ନୂଆଦିଲ୍ଲୀ, ଆଜିଠୁ ଆରମ୍ଭ କୋଭାକ୍ସିନର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ । ଭାରତ ବାୟୋଟେକ ଦ୍ବାରା ବିକଶିତ କରାଯାଉଥିବା କରୋନା ଭାକ୍ସିନ କୋଭାକ୍ସିନର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଡ୍ରଗ୍ସ ରେଗୁଲେଟରି ଅଥରିଟି ଅନୁମତି ଦେଇଛି । ପ୍ରଥମ ପର୍ଯ୍ୟାୟରେ ୧୨ଟି ସହରର…

Continue Readingଆଜିଠୁ ଆରମ୍ଭ କୋଭାକ୍ସିନର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ

ସବୁ ବିଧାୟକ, ମନ୍ତ୍ରୀ ଓ କର୍ମଚାରୀଙ୍କ ହେବ କୋଭିଡ୍ ଟେଷ୍ଟ

ଭୁବନେଶ୍ୱର, ବିଧାନସଭା ଅଧିବେଶନ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ବାଚସ୍ପତି କହିଛନ୍ତି ଯେ, ବିଧାନସଭା ବସିବାର ୨ ଦିନ ଆଗରୁ ଆୟୋଜି କ୍ୟାମ୍ପରେ ସ୍ୱାବ ଟେଷ୍ଟ କରାଯିବ । ସବୁ ବିଧାୟକ, ମନ୍ତ୍ରୀ ଓ…

Continue Readingସବୁ ବିଧାୟକ, ମନ୍ତ୍ରୀ ଓ କର୍ମଚାରୀଙ୍କ ହେବ କୋଭିଡ୍ ଟେଷ୍ଟ