ଭାଇରାଲ୍ ହେବାର ଲାଗିଛି କାଟ୍ରିନାଙ୍କ ଏଆଇ ଫଟୋ

ରଶ୍ମିକା ମନ୍ଦାନାଙ୍କ ପରେ ଡିପଫେକ୍ ଟେକ୍ନୋଲୋଜିର ଶିକାର ହୋଇଛନ୍ତି କାଟ୍ରିନା କୈଫ। କାଟ୍ରିନାଙ୍କ ଆଗକୁ ଆସୁଥ‌ିବା ଟାଇଗର-୩ ଫିଲ୍ମର ଏକ ଦୃଶ୍ୟକୁ ବିକୃତ କରାଯାଇ ଅପ୍‌ଲୋଡ୍ କରାଯାଇଛି। ଏହାକୁ ନେଇ ପୁଣିଥରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଦୁର୍ବ୍ଯବହାର ଉପରେ ଚିନ୍ତା ସୃଷ୍ଟି ହୋଇଛି। ମୂଳ ଚିତ୍ରରେ କାଟ୍ରିନା ଏକ ଟାୱେଲ ପିନ୍ଧି ହଲିଉଡ ଷ୍ଟଣ୍ଟ ୱମ୍ୟାନଙ୍କ ସହ ଫାଇଟ୍ କରୁଥିବା ଦେଖିବାକୁ ମିଳିଥିଲା।

Continue Readingଭାଇରାଲ୍ ହେବାର ଲାଗିଛି କାଟ୍ରିନାଙ୍କ ଏଆଇ ଫଟୋ

ଆପଣ ଜାଣନ୍ତି କି? ସବୁଠୁ ଦାମୀ ଷ୍ଟାର ହେଲେ ରଜନୀକାନ୍ତ

ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଚନ୍ଦ୍ରମୁଖୀ, କାଲା ଭଳି ଚଳଚ୍ଚିତ୍ର ପାଇଁ ବେଶ ଜଣାଶୁଣା । ଚଳିତ ବର୍ଷ ୨୦୨୩ ମସିହାରେ ତାଙ୍କ ଫିଲ୍ମ ‘ଜେଲର’ ମୁକ୍ତିଲାଭ କରିଥିଲା। ଯାହା ବକ୍ସ ଅଫିସରେ ବ୍ଲକବଷ୍ଟର ହୋଇଥିଲା। ଏହି ସମୟରେ ବର୍ତ୍ତମାନ ଖବର ଆସିଛି । ରଜନୀକାନ୍ତ ଏସିଆର ହାଇଏଷ୍ଟ ପେଡ୍ ଅଭିନେତା। ଏହାର କାରଣ ହେଉଛି ଲୋକେଶ କାନଗରାଜଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ଫିସ୍ ମହଙ୍ଗା ହେବ। ଏହା ଶୁଣି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Continue Readingଆପଣ ଜାଣନ୍ତି କି? ସବୁଠୁ ଦାମୀ ଷ୍ଟାର ହେଲେ ରଜନୀକାନ୍ତ

ଗିରଫ ହେଲେ ଉର୍ଫି ଜାଭେଦ, ସାମ୍ନାକୁ ଆସିଲା ଭିଡ଼ିଓ 

କିଛି ନା କିଛି କାରଣ ପାଇଁ ବେଶ ଚର୍ଚ୍ଚାରେ ରହିଥାନ୍ତି ବଲିଉଡ୍‌ ଅଭିନେତ୍ରୀ ଉର୍ଫି ଜାଭେଦ। ବିଶେଷକରି ତାଙ୍କର ଶର୍ଟ୍ସ ଡ୍ରେସକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ କେବେ ଅଖାରେ ତିଆରି ଡ୍ରେସ୍‌ ପିନ୍ଧି ଚର୍ଚ୍ଚାରେ ରହିଥାନ୍ତି ତ ଆଉ କେତେବେଳେ ମୋବାଇଲ ବ୍ୟାଟେରି, ତାରଜାଲି ପୁଣି କେତେବେଳେ ପକ୍ଷୀର ପର ପିନ୍ଧି ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଏହି ଲୁକ୍‌ ପାଇଁ ଅନେକ ଥର ତାଙ୍କୁ ହତ୍ୟା ଧମକ ମଧ୍ୟ ମିଳିଛି। ଏ ସମ୍ପର୍କରେ ନିଜେ ଉର୍ଫି ତାଙ୍କ ଫ୍ୟାନ୍ସମାନଙ୍କ  ସହ ସୋସିଆଲ ମିଡିଆରେ ସେୟାର କରିସାରିଛନ୍ତି।

Continue Readingଗିରଫ ହେଲେ ଉର୍ଫି ଜାଭେଦ, ସାମ୍ନାକୁ ଆସିଲା ଭିଡ଼ିଓ 

ଆର୍ଥିକ ସଙ୍କଟକୁ ନେଇ ଆତ୍ମହତ୍ୟା କଲେ ଅଭିନେତ୍ରୀ ରେଞ୍ଜୁଶା

ତିରୁଅନନ୍ତପୁରମ : ମାଲାୟଲମ ଅଭିନେତ୍ରୀ ରେଞ୍ଜୁଶା ମେନନ୍ ଗତକାଲି ଅର୍ଥାତ ସୋମବାର ସକାଳେ ଆତ୍ମହତ୍ୟା କରିଛନ୍ତି। ତେବେ ସେ ତାଙ୍କର ତିରୁଅନନ୍ତପୁରମ ସ୍ଥିତ ଫ୍ଲାଟ୍‌ରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଆର୍ଥିକ ସଙ୍କଟ ଯୋଗୁଁ ରେଞ୍ଜୁଶା ମାନସିକ…

Continue Readingଆର୍ଥିକ ସଙ୍କଟକୁ ନେଇ ଆତ୍ମହତ୍ୟା କଲେ ଅଭିନେତ୍ରୀ ରେଞ୍ଜୁଶା

ପ୍ରେମରେ ପଡିଛନ୍ତି ଆଦିତ୍ୟ-ଅନନ୍ୟା

ମୁମ୍ବାଇ: ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେ କେବେବି ସେମାନଙ୍କ ସମ୍ପର୍କକୁ ସର୍ବସାଧାରଣରେ ସ୍ଵୀକାର କରିନାହାଁନ୍ତି। କିନ୍ତୁ ସେମାନଙ୍କ ଭିଡିଓ ପ୍ରାୟତଃ ସୋସାଲ ମିଡିଆରେ ଭାଇରାଲ ହୁଏ, ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି। ଏଥୁରୁ ଅନେକ ଲୋକ ଅନୁମାନ…

Continue Readingପ୍ରେମରେ ପଡିଛନ୍ତି ଆଦିତ୍ୟ-ଅନନ୍ୟା

ହିନା ଖାନ୍ ଅସୁସ୍ଥ, ସେୟାର କଲେ ଫଟୋ

ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସପିଟାଲରେ ଥିବା ସମୟର ସେ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହାକୁ ଦେଖି ତାଙ୍କ ପ୍ରଶଂସକମାନେ ଚିନ୍ତାରେ ପଡ଼ିଛନ୍ତି । ସେ…

Continue Readingହିନା ଖାନ୍ ଅସୁସ୍ଥ, ସେୟାର କଲେ ଫଟୋ