ଆପଣାନ୍ତୁ ଏସବୁ ଉପାୟ, ଦୂର ହେବ ମାନସିକ ଚାପ

ବ୍ୟସ୍ତଭରା ଜୀବନରେ ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି କାରଣରୁ ମାନସିକ ଚାପ ବା ଟେନସନ ରହିଥାଏl ଏବଂ ଆଗକୁ ଏହି ଚିନ୍ତା ଓ ମାନସିକ ଚାପ ଗମ୍ଭୀର ରୋଗର କାରଣ ହୋଇଥାଏl

Continue Readingଆପଣାନ୍ତୁ ଏସବୁ ଉପାୟ, ଦୂର ହେବ ମାନସିକ ଚାପ

ମୋଟାପଣ ଦୂର କରିବାକୁ ଖାଆନ୍ତୁ ଏହିସବୁ ଫଳ

ଏପରି ଅନେକ ଫଳ ଅଛି, ଯାହାକୁ ଖାଇବା ଦ୍ୱାରା ମୋଟାପଣ ଦୂରେଇ ଯାଇଥାଏ। ଅର୍ଥାତ ଫ୍ୟାଟ୍‌ ଫ୍ରି ଫ୍ରୁଟ୍‌ସ। କୋଲେଷ୍ଟ୍ରଲ୍‌ ବି କମ୍‌ ରହିଥାଏ। ଡାକ୍ତରମାନେ ପରାମର୍ଶ ଦିଅନ୍ତି କି ଦୈନିକ କିଛି କିଛି ଫଳ ଖାଇବା ଦ୍ୱାରା ହୃଦ୍‌ରୋଗ ଏବଂ ଷ୍ଟ୍ରୋକ୍‌ ଆଶଙ୍କା କମ୍‌ ହୋଇଥାଏ।

Continue Readingମୋଟାପଣ ଦୂର କରିବାକୁ ଖାଆନ୍ତୁ ଏହିସବୁ ଫଳ

ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଆରାମ ପାଇବା ପାଇଁ ନିୟମିତ ସେବନ କରନ୍ତୁ ଦେଶୀ ଘିଅ

ଆରମ୍ଭ ହୋଇଛି ଶୀତଋତୁ, ଏହି ସମୟରେ ସକାଳୁ ହାଲୁକା ହାଲୁକା ଥଣ୍ଡା ମଧ୍ୟ ଲାଗୁଚିl ଏହି ସମୟରେ ଯଦି କିଛି ବିଶେଷ ଭାବରେ ପ୍ରଭାବିତ ହୋଇଥାଏ ତାହା ହେଉଛି ଇମ୍ୟୁନିଟି l

Continue Readingଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ଆରାମ ପାଇବା ପାଇଁ ନିୟମିତ ସେବନ କରନ୍ତୁ ଦେଶୀ ଘିଅ

ପିଲାମାନେ ମଧ୍ୟ ହୁଅନ୍ତି ମାନସିକ ଚାପର ଶିକାର; ଜାଣନ୍ତୁ ଏହା ପଛର କାରଣ?  

ସାଧାରଣ ଭାବରେ ଆମେ ଭାବିଥାଉ ବଡ଼ ମାନେ ଖାଲି ମାନସିକ ଚାପ ଓ ଷ୍ଟ୍ରେସର ଶିକାର ହୋଇ ଥାଆନ୍ତି l ଲୋକେ ଛୋଟ ପିଲାଙ୍କ ଷ୍ଟ୍ରେସ ସମସ୍ୟାକୁ ଅଣଦେଖା କରି ଥାଆନ୍ତି l ଗବେଷକଙ୍କ ମତରେ ପ୍ରତ୍ୟେକ ପିତାମାତା ପିଲାଙ୍କ କାର୍ଯ୍ୟ କଳାପକୁ ଧ୍ୟାନ ଦେଇ ଦେଖିବା ଜରୁରୀl

Continue Readingପିଲାମାନେ ମଧ୍ୟ ହୁଅନ୍ତି ମାନସିକ ଚାପର ଶିକାର; ଜାଣନ୍ତୁ ଏହା ପଛର କାରଣ?  

ଶୀତ ଋତୁରେ ଖାଆନ୍ତୁ ବୁଟ ଛତୁଆ, ମିଳିଥାଏ ଚମତ୍କାର ଲାଭ

ଓଡ଼ିଆ ଘରର ନିତିଦିନିଆ ଖାଦ୍ୟ କହିଲେ ଛତୁଆ, ଚୁଡା କଦଳୀ ଓ ପଖାଳ ଭାତ l ଏହା ପ୍ରାୟ ସମସ୍ତ ଓଡ଼ିଆ ଘରେ ଚିର ପରିଚିତ ଖାଦ୍ୟ ଅଟେ l ବିଶେଷ ଭାବେ ଛତୁଆ ଏହି ଖାଦ୍ୟ ମାନଙ୍କ ମଧ୍ୟରୁ ଅଧିକ ଚାହିଦା ନେଇଥାଏl କାହିଁକି ନା ପିଲା ସ୍କୁଲ ହେଉ କିମ୍ବା କଲେଜ ଯିବା ପୂର୍ବରୁ ଛତୁଆ ଗୋଳେଇ ଖାଇଦେଇଥାନ୍ତି l ଛତୁଆ ଖାଇବା ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ନ ଲାଗିବ ସହ ଏହାକୁ ଖାଇବାକୁ ଖୁବ କମ ସମୟ ଲାଗିଥାଏ l ଏଥି ସହ କେତେବେଳେ ଯଦି ଜୋରେ ଭୋକ ଲାଗେ କିଛି ନ ଥିଲେ ଛତୁଆ ଟିକେ ଗୋଳେଇ ପିଇଦେଇ ଥାଉl ଏହା ଶରୀର ପାଇଁ ସ୍ବାସ୍ଥ୍ୟକର ମଧ୍ୟ ହୋଇଥାଏ l

Continue Readingଶୀତ ଋତୁରେ ଖାଆନ୍ତୁ ବୁଟ ଛତୁଆ, ମିଳିଥାଏ ଚମତ୍କାର ଲାଭ

ଏବିସି ଜୁସ କ’ଣ? ଆସନ୍ତୁ ଜାଣିବା, ସେବନ ଦ୍ୱାରା ଶରୀରକୁ ମିଳେ କି ଲାଭ 

ଏବିସି ଜୁସ ଶୁଣିବା ମାତ୍ରକେ ନାମଟି ଖୁବ ଅଦ୍ଭୁତ ଲାଗୁଥିବା l ଏମିତିରେ ତ ଆମେ ପ୍ରତ୍ୟେକ ଫଳ ନାମରେ ଅଲଗା ଅଲଗା ଜୁସ ବିଷୟରେ ଶୁଣିଛୁ, ଯେପରିକି ଆମ୍ବ ଜୁସ, କମଳା ଜୁସ, ସପୁରୀ ଜୁସ ଇତ୍ୟାଦି, କିନ୍ତୁ ଏହି ଏବିସି ଜୁସ କଣ ? ଏହା ନିଶ୍ଚିନ୍ତ ଭାବରେ ଆପଣଙ୍କ ମନରେ କିଛି ଗୋଟିଏ ଧାରଣା ସୃଷ୍ଟି କରୁଥିବl ଏବିସି ଜୁସ ଅର୍ଥ ଏ ରେ ଆପେଲ ବା ସେଓ, ବି ରେ ବିଟ ରୁଟ ଏବଂ ସି ରେ କ୍ୟାରଟ ବା ଗାଜରରେ ପ୍ରସ୍ତୁତ ଜୁସ ଅଟେ l ଏହି ଜୁସ ଫିଟନେସ ପସନ୍ଦ ବ୍ୟକ୍ତିଙ୍କର ଖୁବ ପ୍ରିୟ ଅଟେ l ଏହା ଶରୀରକୁ ସୁସ୍ଥ ରଖିବା ସହିତ ଡିଟକ୍ସ ମଧ୍ୟ କରିଥାଏ l ଏବିସି ଜୁସରେ ଜିଙ୍କ, ପୋଟାସିୟମ, ମାଙ୍ଗାନିଜ, ଭିଟାମିନ ଏ, ଭିଟାମିନ ବି 6, ଭିଟାମିନ ସି, କ୍ୟାଲସିୟମ, କପର, ଆଇରନ ଓ ମଗ୍ନେଶୀୟମ ଆଦି ନିୟୁଟ୍ରିଏଣ୍ଟସ ରହିଛି l  ଆସନ୍ତୁ ଜାଣିବା ଏହାକୁ ପ୍ରସ୍ତୁତ କରିବାର ବିଧି ଓ ପିଇବା ଦ୍ୱାରା କଣ ଲାଭ ହୋଇଥାଏl

Continue Readingଏବିସି ଜୁସ କ’ଣ? ଆସନ୍ତୁ ଜାଣିବା, ସେବନ ଦ୍ୱାରା ଶରୀରକୁ ମିଳେ କି ଲାଭ 

ଶୀତଦିନରେ ଶରୀରକୁ ସତେଜ ରଖିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ସବୁ ଖାଦ୍ୟ

ଶୀତଦିନ ପାଖେଇ ଆସୁଛି। ତେବେ ଆସନ୍ତୁ ଜାଣିବା ଏହି ଦିନରେ କିଛି ସ୍ଵତନ୍ତ୍ର ଖାଦ୍ୟପେୟ ବିଷୟରେ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଶୀତଋତୁରେ ବିଭିନ୍ନ ପ୍ରକାରର ଶାଗ ଖାଇବା ଭଲ। ଶାଗ ଖାଇବା ଦ୍ୱାରା ଶରୀରକୁ ଭିତରୁ ଉଷ୍ଣତା ମିଳୁଥିବାର ତଥ୍ୟରୁ ଜଣାପଡ଼ିଛି।…

Continue Readingଶୀତଦିନରେ ଶରୀରକୁ ସତେଜ ରଖିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ସବୁ ଖାଦ୍ୟ

ଆଇରନ ଅଭାବର ଲକ୍ଷଣ ଏବଂ ନିରାକରଣ   

ଶରୀର ପାଇଁ ପୁଷ୍ଟିକର ଖାଦ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କର ଅଭାବ ହେତୁ ଶରୀରରେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ପୋଷକ ତତ୍ତ୍ୱ ବିଷୟରେ କହିବାକୁ ଗଲେ ଆଇରନ ମଧ୍ୟ ସେମାନଙ୍କ ମଧ୍ୟରୁ ଗୋଟିଏ। ଆଇରନ ଏକ ଅତ୍ୟାବଶ୍ୟକ ପୁଷ୍ଟିକର ଖାଦ୍ୟ ଯାହା…

Continue Readingଆଇରନ ଅଭାବର ଲକ୍ଷଣ ଏବଂ ନିରାକରଣ   

ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ଜିନିଷ, ନଚେତ ହୋଇପାରେ ଗମ୍ଭୀର ରୋଗ

ଯେତେବେଳେ ଆମେ ନିଦରୁ ଉଠିଥାଉ, ସେହି ସମୟରେ ଆମ ପେଟ ପୂରା ଖାଲି ଥାଏ । ଯଦି ଏହି ପରିସ୍ଥିତିରେ ଆମେ କିଛି ଖରାପ ଖାଦ୍ୟ ଖାଉଛନ୍ତି । ତାହେଲେ ଆମ ପେଟରେ ଗ୍ୟାସ୍‌ ଓ ଏସିଡିଟି ଭଳି ସମସ୍ୟା ହୋଇପାରେ…

Continue Readingଖାଲି ପେଟରେ ଖାଆନ୍ତୁ ନାହିଁ ଏହି ଜିନିଷ, ନଚେତ ହୋଇପାରେ ଗମ୍ଭୀର ରୋଗ